Category: ରାଜ୍ୟ ଖବର

ପୁରୁଣା ପେନସନ ଦାବୀ ନେଇ ଶ୍ରମିକ କଂଗ୍ରେସର ଧାରଣା

ଜଟଣୀ,୯/୭: ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ପୁରୁଣା ପେନସନ ଦାବୀ ନେଇ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ମଣ୍ଡଳ ସ୍ଥରୀୟ ଧାରଣା ଓ…

୫ମ ଓ ୮ମ ଶ୍ରେଣୀର ପରୀକ୍ଷା ନିୟମରେ ପରିବର୍ତ୍ତନ

ବ୍ୟୁରୋ,୯/୭: ସ୍କୁଲ ପରୀକ୍ଷା ନିୟମରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଏଥର ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ…

ଦାବୀ ପୂରଣ ନହଲେ ୧୪ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବ୍ୟୁରୋ,୮/୭: ଓଡ଼ିଶା ରାଜସ୍ବ ଅମଲା ସଂଘର ନିଷ୍ପରିକ୍ରମେ ଖୋର୍ଦ୍ଧା ଜିଲାରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ୧୦ଦଫା ଦାବି ନେଇ ଖୋର୍ଦ୍ଧା ଜିଲା ସଭାପତି ମୃତ୍ୟୁଞ୍ଜୟ ସେନାପତି ସମ୍ପାଦକ ଅରୁଣ କୁମାର ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ଅମଲା କଳାବ୍ୟାଜ୍ ପରିଧାନ କରି ସୋମବାର…

ଟାଙ୍ଗୀରେ ବାହୁଡାଯାତ୍ରା

ବ୍ୟୁରୋ,୫/୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ପବିତ୍ର ବାହୁଡାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ମାଉସୀମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ ନୀତି ସରିବା ପରେ, ଠାକୁର ରାଜା ଶ୍ରୀ ଶ୍ରୀ ଭାରତ…

ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ

ବ୍ୟୁରୋ,୧/୭: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବରେଜିଷ୍ଟର ରହିଥିବା ସମୟରେ ତାଙ୍କ ବିରୋଧରେ ଆସିଥିଲା ଅନେକ ଦୁର୍ନୀତି ଅଭିଯୋଗ। ବିଭାଗ ତରଫରୁ ଅଭିଯୋଗର ତଦନ୍ତ କରି ତାଙ୍କୁ ରାଜସ୍ବ ବିଭାଗ ତରଫରୁ ନିଲମ୍ବିତ କରାଯାଇଛି।

ଜଟଣୀ ଗଣେଶ ମହୋତ୍ସବ ଭୂମି ପୂଜା

ଜଟଣୀ,୨୮/୬: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାରେ କଳିଙ୍ଗ ଯୁବ ପରିଷଦ ଦ୍ୱାରା ଆୟୋଜିତ ଜଟଣୀ ଗଣେଶ ମହୋତ୍ସବ ପାଇଁ, ପବିତ୍ର ରଥଯାତ୍ରାରେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଖୋର୍ଦ୍ଧା ଜିଲା…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ଟାଙ୍ଗୀ – କୁହୁଡ଼ି

ବ୍ୟୁରୋ, ୨୭/୬: ଖୋର୍ଦ୍ଧା ଜିଲ୍ଲା ଅଧିନ ଟାଙ୍ଗୀ , କୁହୁଡ଼ି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଟାଙ୍ଗୀ ସଦରମହକୁମାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଠାକୁର ରାଜା ପୂର୍ବତନ ବରିଷ୍ଠ ପ୍ରଶାସକ…

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ କ୍ଷୀରିଭୋଗ

ଏକଦା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସେବା କାର୍ଯ୍ୟରେ ନିୟୋଜିତ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲି ଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।…

ଯୋଗ କରନ୍ତୁ ସୁସ୍ଥ ରହିବା

ବ୍ୟୁରୋ,୨୨/୬: ଜଟଣୀ ମେଟ୍ରୋ ଅନନ୍ତ ଆସୋସିଏସନ ଅଫ୍ ଏଲୋଟିସ୍ (ମା) ପକ୍ଷରୁ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ଚିନ୍ମୟ କୁମାର ରାଉଳ ଆସୋସିଏସନ ର ସଭ୍ୟ ମାନଙ୍କୁ ଯୋଗ ଶିଖେଇବା ସହିତ ଯୋଗର ଉପକାରିତା ବିଷୟରେ…

ଆଇଆଇଟି ଭୁବନେଶ୍ବରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟୁରୋ,୨୨/୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ଜୁନ୍ ୨୧ ତାରିଖରେ ରେ ଆନ୍ତର୍ଜାତୀୟ ଯୋଗ ଦିବସର ଏକାଦଶ ସଂସ୍କରଣ ପାଳିତ ହୋଇ ଯାଇଛି। ପ୍ରତିଷ୍ଠାନର ଏକ୍ସଟ୍ରା ଏକାଡେମିକ ଆକ୍ଟିଭିଟିଜ (ଇଏଏ) ଏବଂ ସ୍ବାସ୍ଥ୍ୟସେବା ଅଧୀନରେ କ୍ୟାମ୍ପସର ସ୍ବାସ୍ଥ୍ୟ କ୍ଲବ୍…