ବ୍ୟୁରୋ,୨୨/୬: ଜଟଣୀ ମେଟ୍ରୋ ଅନନ୍ତ ଆସୋସିଏସନ ଅଫ୍ ଏଲୋଟିସ୍ (ମା) ପକ୍ଷରୁ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ଚିନ୍ମୟ କୁମାର ରାଉଳ  ଆସୋସିଏସନ ର ସଭ୍ୟ ମାନଙ୍କୁ ଯୋଗ ଶିଖେଇବା ସହିତ ଯୋଗର ଉପକାରିତା ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *