Tag: jatni

ସ୍କୁଟି କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ଜଟଣୀ,୦୭/୦୩: ଜଟଣୀ ଥାନା ଅଧିନ କିଷ୍ଟ୍ କଲେଜ ନିକଟରେ ଆଜି ସନ୍ଧ୍ୟାରେ ସ୍କୁଟି କାର ମୁହାଁମୁହିଁ ଧକ୍କା ହୋଇ, ଦୁଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତ। ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ମେଡ଼ିକାଲ ରେ…

ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଥିଲେ ବିଜୁ ବାବୁ

ବ୍ୟୁରୋ,୦୪/୦୩: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ପରିସରରେ, ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ…

ଜଟଣୀ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

ବ୍ୟୁରୋ, ୦୬/୦୩:ମହାନ ଜନନାୟକ ପ୍ରବାଦ ପୁରୁଷ ଓଡ଼ିଶାର କିମ୍ବଦନ୍ତୀ ନେତା ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ଜଟଣୀ ବିଜେଡି ପକ୍ଷରୁ ଉତ୍ତରାୟଣୀ କ୍ଳବ ପରିସରରେ ପାଳିତ ହୋଇଛି। ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ…

ଟ୍ରେନରେ ମାଡ଼ ହୋଇ ଯୁବକଙ୍କ ମୃତ୍ୟୁ

ବ୍ୟୁରୋ, ୨୨/୦୨: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୬ ରେ ଟ୍ରେନରେ ମାଡ଼ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କେଉଁଝର…

ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ୟୁରୋ,୨୨/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନ ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମର ବିରେନ କୁମାର ସାହୁଙ୍କ ପୁଅ ବିକାଶ…

ଶିକ୍ଷ୍ୟା ସଂଯୋଜନା ଶିବିରର ସମାରୋହ

ବ୍ୟୁରୋ, ୨୦/୦୨: ଜଟଣୀ ଗୋପୀନାଥପୁର ସ୍ଥିତ ସୋଷାଇଟ ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନର ଶିକ୍ଷ୍ୟା ସଂଯୋଜନା ଶିବିରର ଅନ୍ତିମ ସମାରୋହ ଉତ୍ସବ ମଙ୍ଗବାର ପାଳିତ ହୋଇଯାଇଛି l ଉକ୍ତ ଶିବିରରେ ପଚିଶ ଜଣ ଶିଶୁ ଯୋଗଦେଇଥିଲେ। ଯେଉଁ ଶିଶୁମାନେ ଅଧାରୁ ପାଠ…

ଜଟଣୀ ମହାବିଦ୍ୟାଳୟର ୪୯ତମ ସାମ୍ବତ୍ସରିକ ଉତ୍ସବ

ବ୍ୟୁରୋ, ୧୩/୦୨: ଆତ୍ମଉତ୍ସର୍ଗ ଓ ତ୍ୟାଗପୁତ ସାଧନା ମାଧ୍ଯମରେ, ଶିକ୍ଷାନୁଷ୍ଠାନ ର ସାରସ୍ବତ ତୀର୍ଥାଟନରେ ରୂପାନ୍ତରିତ ହୋଇପାରିବ। ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ତତ୍କାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳର ପ୍ରବନ୍ଧକ ସ୍ୱର୍ଗତ ସାତକୋଡ଼ି ହୋତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ…

କର୍ମକ୍ଷେତ୍ରରେ ସଜାଗ ଓ ସତର୍କତା ପାଇଁ ମିଳିଲା ପୁରସ୍କାର

ବ୍ୟୁରୋ, ୦୪/୦୨: କର୍ମକ୍ଷେତ୍ରରେ ସଜାଗ ଓ ସତର୍କତା ପାଇଁ ମିଳିଛି ଆଠ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କାର। ପୁରସ୍କୃତ କରିଛନ୍ତି ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜୱା। ପୁରସ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୋମନାଥ ପରିଡ଼ା, ଦିବାକର ପ୍ରଧାନ,…

ନଗେଶ୍ୱର ମହାଦେବଙ୍କ ପୀଠରେ ମହାରୁଦ୍ର ମହାଯଜ୍ଞ

ବ୍ୟୁରୋ, ୦୩/୦୨: ଜଟଣୀ ଜଗନ୍ନାଥପୁର ସ୍ଥିତ ଶ୍ରୀଶ୍ରୀ ନଗେଶ୍ୱର ମହାଦେବଙ୍କ ପୀଠରେ ବିଂଶତମ ବାର୍ଷିକ ମହାରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୩୦ତାରିଖ ଠାରୁ ଠାରୁ ଯଜ୍ଞ ଆରମ୍ଭ ହୋଇ ଗତ କାଲି ଶ୍ରୀପଞ୍ଚମୀରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ୩୧ ତାରିଖରେ…

ସିଦ୍ଧ ମହାବୀରଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

ବ୍ୟୁରୋ, ୦୩/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ମୁଣ୍ଡଳ ଗ୍ରାମରେ ସିଦ୍ଧ ମହାବୀର ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ତଥା ବିଶ୍ଵଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଠାରୁ ଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ଦିନ…