Tag: jatni

ପାଳଙ୍ଗ ଶାଗ ଧୋଇଲେ, ବୋହୁଛି ନୀଳ ରଙ୍ଗ

ବ୍ୟୁରୋ: ଦିନକୁ ଦିନ ବ୍ୟବସାୟୀ ମାନେ ମାନବିକତା ଭୁଲି, ନିଜର ଭଲ ରୋଜଗାର ପାଇଁ ଖାଦ୍ୟ ପଦାର୍ଥରେ କରୁଛନ୍ତି ଅପମିଶ୍ରଣ। ପାଳଙ୍ଗ ଶାଗକୁ ସତେଜ ଓ ଆକର୍ଷଣୀୟ କରିବା ପାଇଁ ବ୍ୟବହାର ହେଉଛି କେମିକାଲ ରଙ୍ଗ। ସେହି ଅପମିଶ୍ରଣ ଶାଗ କୁ…

ଭାଉଜକୁ କୂଅକୁ ଠେଲି ଦିଅର ଗିରଫ

ବ୍ୟୁରୋ : ଭାଉଜ ହେଉଛି ମା’ ସମାନ। କିନ୍ତୁ ଭାଉଜକୁ କୂଅକୁ ଠେଲି ମାରିବାକୁ ଉଦ୍ୟମ କରିବା ଘଟଣାରେ, ଜଟଣୀ ପୋଲିସ ଦିଅରକୁ କରିଛି ଗିରଫ। ସୂଚନା ମୁତାବକ ଜଟଣୀ ଥାନା ଅଧିନ କୁଦିଆରୀ ଗ୍ରାମର ଅଜୟ କୁମାର ମହାରଣା, ଭାଉଜକୁ…

ଜଟଣୀରେ ଶିଶୁଙ୍କ ପାଇଁ ହେବ କ୍ୟାନ୍ସର ହସ୍ପିଟାଲ

ବ୍ୟୁରୋ: ଶିଶୁ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ, ଏହାକୁ ଲକ୍ଷ୍ୟ ରଖି ଜଟଣୀ ନାଇଜର ପରିସରରେ ହେବାକୁ ଯାଉଛି, ଶିଶୁ ମାନଙ୍କ ପାଇଁ ଆଉ ଏକ କ୍ୟାନସର ହସ୍ପିଟାଲ । ଏହି ହସ୍ପିଟାଲରେ କେବଳ ଛୋଟ ପିଲାଙ୍କ…

୨୦୨୪ ପାଇଁ ସୁରଜଙ୍କ ରଣନୀତି

ବ୍ୟୁରୋ: ୨୦୨୪ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି। ୨୦୨୪ରେ କିଏ କେଉଁ ଦଳରୁ ଟିକେଟ ପାଇବ ସେଥିପାଇଁ ସମସ୍ତେ କରୁଛନ୍ତି କସରତ୍। ୨୦୨୪ ନିର୍ବାଚନରେ ଅନେକ ନୂଆ ମୁହଁ ଦେଖିବେ ଜନତା। ସେଥିପାଇଁ ଏବେ ନୂଆ ନେତାମାନେ…

ମୁଁ ବଞ୍ଚିବାକୁ ଚାହେଁ

ବ୍ୟୁରୋ: ରାସ୍ତା ଉପରେ ବସି, ବଞ୍ଚିବା ଆଶାରେ ଯୁବକ ଜଣଙ୍କ ମାଗୁଛନ୍ତି ସମସ୍ତିଙ୍କୁ ସାହାଯ୍ୟ, ହେଲେ କେହି ସାହାଯ୍ୟର ହାତ ବଢ଼ାଉ ନାହାନ୍ତି ଯୁବକଙ୍କୁ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ରାଜ୍ୟ ରାଜଧାନୀ ନିକଟ ଜଟଣୀ ସହରରେ। ଜଟଣୀ…

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ବ୍ୟୁରୋ: ଜଟଣୀ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ, ତାଲୁକା ଆଇନ୍ ସେବା କମିଟି ଜଟଣୀ ପକ୍ଷରୁ, ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ଅଧ୍ୟକ୍ଷା ହିତାଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା…

ଶିଶୁ ବାଟିକାରେ ମାତୃ କର୍ମଶାଳା

ବ୍ୟୁରୋ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା, ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୮୨ଜଣ ମା’ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ…

ନିଶା ଠାରୁ ଦୁରେଇ ରହିବାର ବାଟ ଦେଖାଇଲା ସୋଚ୍

ବ୍ୟୁରୋ: ଜଟଣୀ ସୋଚ୍ ଅନୁଷ୍ଠାନ ପକ୍ଷରୁ ଏକ ମାସ ଧରି ଚାଲିଥିବା ନିଶା ନିବାରଣ ଓ ବ୍ୟବହାରିକ ପରିବର୍ତ୍ତନ ଶିବିର ଉଦଯାପିତ ହୋଇଯାଇଛି। ସୋଚ୍ ଦ୍ୱାରା ଆୟୋଜିତ ଶିବିରରେ କୋଡ଼ିଏ ଜଣ ଶିଶୁ ଯୋଗଦେଇଥିଲେ। ଏହି ଶିଶୁ ମାନଙ୍କୁ ଶିବିରରେ ରଖି…

ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଆଜି, ଶ୍ରୀବତ୍ସ ପାଠାଗାର ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଅକ୍ଷୟ ଦାସ, ପୂର୍ବତନ ସରପଞ୍ଚ ସୁନୀଲ୍ ରାଉତରାୟ, ବିଜେପି ନେତା ଲିଟୁରଂଜନ ରାଉତରାୟ, ଡ. ଅଙ୍କିତ୍…

ଜଟଣୀରେ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଜଟଣୀ ଗୋପବନ୍ଧୁ ପାର୍କରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ ସାମ୍ବାଦିକ ଅବନି କୁମାର…