ସାଧା ଚିରା କାଗଜରେ ମେଡ଼ିସିନ୍ ଲେଖୁଛନ୍ତି ସରକାରୀ ଡାକ୍ତର
ବ୍ୟୁରୋ : ସରକାର ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସାଧା ଚିରା କାଗଜରେ ମେଡ଼ିସିନ ଲେଖୁଛନ୍ତି ସରକାରୀ ଡାକ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।…
