Tag: jatni

ସମ୍ଭାବନା ପରିବାର ପକ୍ଷରୁ ବୃକ୍ଷ ରୋପଣ

ବ୍ୟୁରୋ : ପରିବେଶ ସନ୍ତୁଳନ ରକ୍ଷା କରିବା ତଥା ସୁସ୍ଥ ପରିବେଶ ସୃଷ୍ଟି ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ପମ୍ପୁ ପୋଖରୀ ନିକଟ ଶ୍ମଶାନ ଏବଂ କୁଦିଆରି ଗ୍ରାମ୍ୟ ଶ୍ମଶାନ ପରିସରରେ ଲିମ୍ବ, ଅଁଳା, କରଞ୍ଜ,…

ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ଯୁବକ ଗିରଫ

ବ୍ୟୁରୋ: ଯୁବତୀଙ୍କୁ ଏକତରଫା ପ୍ରେମ ନିଦେବନକରି ପ୍ରେମରେ ବିଫଳ ହୋଇ ଧକା ମାରି ଭୟଭୀତ କରିବା ଘଟଣାରେ ଜଟଣୀ ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ହେଲେ ଜଟଣୀ ଥାନା ଅଧିନ ଲୋକକଲୋନୀ ଅଞ୍ଚଳର…

ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାସ ମେମୋରିଆଲ‌୍ ପୁରସ୍କାର ପ୍ରଦାନ

ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ୨୦୨୩-୨୪ ଶିକ୍ଷାବର୍ଷରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨-୨୩ ଉତ୍କଳ…

କାଲି ଜଟଣୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ବ୍ୟୁରୋ : ଆସନ୍ତା କାଲି ଜୁଲାଇ ୯ ତାରିଖରେ ଜଟଣୀ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ନାଇଜର ର ୧୩ତମ ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ…

ଜଟଣୀ ଗଣେଶ ମହୋତ୍ସବ ଭୂମି ପୂଜା

ବ୍ୟୁରୋ : ଜଟଣୀ ଗଣେଶ ମହୋତ୍ସବ ପାଇଁ ଆଜି ପବିତ୍ର ରଥଯାତ୍ରାରେ, ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ ପରିସରରେ ଭୂମି ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୭ତାରିଖ ଗଣେଶ ପୂଜା ଦିନ…

ଜଟଣୀରେ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ୟୁରୋ: ପ୍ରାଣନାଥ ଫାଉଣ୍ଡେସନ ଏବଂ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ପବ୍ଲିକ ଅବନୀ କୁମାର ରାଉତରାୟଙ୍କ…

ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବ୍ୟୁରୋ: ଜଟଣୀ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ନିକଟରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ଗତ ୦୧ ତାରିଖରେ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିବସରେ ଜଳ ଯାତ୍ରା, ସୂର୍ଯ୍ୟ ପୂଜା,ଶାଲା ପୂଜା,ମଣ୍ଡପ…

ନାଇଜର ର ୧୩ତମ ସ୍ନାତକ ସମାରୋହରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ

ବ୍ୟୁରୋ: ଆସନ୍ତା ଜୁଲାଇ ୯ ତାରିଖରେ ଭୁବନେଶ୍ୱର ନାଇଜର ର ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ…

ଜଟଣୀ ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ

ବ୍ୟୁରୋ: ଜଟଣୀ ବାଛରା ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ହିଁ ଜୀବନ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ପରିବେଶ ପାଇଁ ବୃକ୍ଷର ନିତାନ୍ତ ଆବଶ୍ୟକ ଏଭଳି ଅନେକ ଶିକ୍ଷଣୀୟ ବାର୍ତ୍ତା ଜଟଣୀ ବ୍ଲକ…

ଜଟଣୀରେ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଶିବବ୍ରତ ଘୋଷ ପ୍ରଥମେ ବୃକ୍ଷରୋପଣ କରିଥିଲେ ଏହା ସହ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ପାଇଁ…