Tag: jatni

ପଦାରେ ପଡିଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୁନରୁଦ୍ଧାର କାର୍ଯ୍ୟର ମାନ, ଦବିଲା କାଓ କ୍ୟାଚର୍

ବ୍ୟୁରୋ: ସରକାରଙ୍କ ତହବିଲରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ, ଚାଲିଛି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ। କିନ୍ତୁ ଆଜି ସକାଳେ ହସ୍ପିଟାଲ ସମ୍ମୁଖ ଫାଟକରେ ନୂଆ କରି ଲାଗିଥିବା କାଓ କ୍ୟାଚର୍ ଉପରେ ଏକ ଭାରି…

ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ, ପାଠ ପଢ଼ାଇଲା ସୋଚ୍

ବ୍ୟୁରୋ: ଅଧାରୁ ପାଠ ଛାଡ଼ିଥିବା ଓ ବୟସ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ନାମ ଲେଖିନଥିବା ୨୪ ଜଣ ଶିଶୁଙ୍କୁ, ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରୁ ଆଣି, ସୋଚ୍ ଅନୁଷ୍ଠାନ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ସହଯୋଗରେ ସେମାନଙ୍କୁ ଶିବିରରେ ରଖି…

ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ, ପରିବାରକୁ ହସ୍ତାନ୍ତର ହେବ ଶବ

ବ୍ୟୁରୋ: ହାଇଟେକ୍ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯିବ। ରିପୋର୍ଟ ଆସିବା ପରେ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହେବ । ତା ପରେ ଶବ ପରିବାର ଲୋକଙ୍କୁ ପ୍ରଦନ କରାଯିବ ବୋଲି…

ଲୋକଙ୍କ ଅଭିଯୋଗ ଶୁଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୧୦ ନମ୍ବର ୱାର୍ଡ ସ୍ମାର୍ଟ ପାର୍କରେ ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଲୋକମାନେ ବିଭିନ୍ନ…

ହାଇଟେକ ଟ୍ରାଜେଡିରେ ଚିକିତ୍ସିତ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ

ବ୍ୟୁରୋ: ହାଇଟେକ ମେଡିକାଲରେ ଘଟିଥିବା ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି। ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡିକାଲର ଏସି ମରାମତି ହେବା ସମୟରେ ଏକ ବିସ୍ଫୋରଣ ହୋଇଥିଲା, ସେଥିରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଆଜି ଜଟଣୀ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଜଟଣୀ ନଗର ସଭାପତି ଲିଟୁ ରାଉତରାୟଙ୍କ ନେତୃତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ…

ଜଟଣୀର ବିକାଶ ପାଇଁ କାର୍ଯ୍ୟ କରୁଛି ବିକାଶ ପରିଷଦ

ବ୍ୟୁରୋ: ଜଟଣୀ କିପରି ଆହୁରି ଆଗକୁ ବଢିବ, ଜଟଣୀର ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ, ଜଟଣୀ ବାସୀଙ୍କୁ ଯେପରି ସମସ୍ତ ସରକାରୀ ଯୋଜନା ମିଳିବ, ସେଥିପାଇଁ ଜଟଣୀ ବିକାଶ ପରିଷଦ ସବୁବେଳେ କାର୍ଯ୍ୟ କରୁଥିବାରୁ, ରାଜ୍ୟସଭା ସଦସ୍ୟ ମୁନା ଖାଁ…

ପଲିଥିନ ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦେଲା ଜଟଣୀ ୟୁଥ୍ ଫେଡେରେସନ୍

ବ୍ୟୁରୋ: ଇଂରାଜୀ ନବ ବର୍ଷ ଜାନୁଆରୀ ୧ ତାରିଖରୁ ପଲିଥିନ ବ୍ୟବହାର ନକରିବା ପାଇଁ ସମସ୍ତିଙ୍କୁ ସଚେତନତା କରିଛି ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍। ପ୍ରତିବର୍ଷ ଭଳି ଅନୁଷ୍ଠାନର ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠାନର ସମ୍ପାଦକ…

ଜଟଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବର୍ଷିକ ଉତ୍ସବ

ବ୍ୟୁରୋ: ଜଟଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବର୍ଷିକ ଉତ୍ସବ ଷଣ୍ଢପୁର ସ୍ଥିତ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ଆଇଆଇଟିର କୂଳସଚିବ ବାମଦେବ ଆଚାର୍ଯ୍ୟ ଯୋଗ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ…

ରୋଜା ପାଳିଲା ଷୋଡ଼ଶତମ ବାର୍ଷିକ ଉତ୍ସବ

ବ୍ୟୁରୋ: ଜଟଣୀ ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା) ପକ୍ଷରୁ ଷୋଡ଼ଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରୋଜାର ସଭାପତି ଡ଼ଃ ପ୍ରସନ୍ନ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ, ଅତିଥି ଭାବେ ଖୋର୍ଦ୍ଧାରୋଡ଼…