ବୁଣାକାରଙ୍କ ସୁବିଧା ଅସୁବିଧା ବୁଝିଲେ ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍
ଜଟଣୀ, ୦୮/୦୮: ପ୍ରତି ବର୍ଷ ପରି ଅଗଷ୍ଟ ମାସ ୭ ତାରିଖକୁ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟ ଉପସଭାନେତ୍ରୀ…
ଜଟଣୀ, ୦୮/୦୮: ପ୍ରତି ବର୍ଷ ପରି ଅଗଷ୍ଟ ମାସ ୭ ତାରିଖକୁ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟ ଉପସଭାନେତ୍ରୀ…
ଜଟଣୀ, ୦୬/୦୮: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି, ପରେ ବିବାହ ନକରି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବାସହ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେବା ଘଟଣାର ଜଟଣୀ ପୋଲିସ…
ଜଟଣୀ, ୦୩/୦୮: ପବିତ୍ର ବନ୍ଧୁତା ଦିବସ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନ ଓ ମା’ ଖୁଣ୍ଡୁଆଳି ଯୋଗ ସମିତି ପକ୍ଷରୁ ଜଟଣୀ ଅଗ୍ରୱାଲ ଧର୍ମଶାଳା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା। ଜଟଣୀ…
ଜଟଣୀ, ୨୮/୦୭: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନ ଜାମୁକୋଳି ଗ୍ରାମ ପଞ୍ଚାୟତରେ ଆଜି ଶୁଭାରମ୍ଭ ହୋଇଛି “ମୋ ପଞ୍ଚାୟତରେ ମୋ ତହସିଲ ” କାର୍ଯ୍ୟକ୍ରମ। ଜଟଣୀ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜାମୁକୋଳି ସରପଞ୍ଚ ଗୀତାଞ୍ଜଳୀ…
ଜଟଣୀ, ୨୮/୦୭: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ଡିଆରଏମ ଭାବେ ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଡିଆରଏମ ଏଚ୍.ଏସ୍. ବାଜୱାଙ୍କ…
ଜଟଣୀ,୨୭/୦୭: ସମ୍ବାଦ ସାହିତ୍ୟ ଘର ଜଟଣୀ ଶାଖାର ଅଷ୍ଟମ ବାର୍ଷିକ ଉତ୍ସବ ଜଟଣୀ କଲେଜ ରୋଡ୍ ସ୍ଥିତ ୱେଲକମ୍ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ…
ଜଟଣୀ,୧୬/୭, ବୁଧବାର ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ପୁରୀ -ଗୁଣୁପୁର ଟ୍ରେନ ପହଁଚିବା ପରେ, ୩ଜଣ ବ୍ୟକ୍ତି ସାଧା ପୋଷାକରେ ଯାତ୍ରୀ ମାନଙ୍କୁ ଟ୍ରେନ୍ ଟିକେଟ ମାଗି ଯାଞ୍ଚ କରୁଥିବା ଦେଖି କିଛି ଯାତ୍ରଙ୍କ ସେମାନଙ୍କ ଉପରେ ସନ୍ଦେହ ହେଇଥିଲା।…
ଜଟଣୀ,୧୫/୭: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କରାଯାଇଛି। ଜଟଣୀ ଟାଉନ ହଲ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗ…
ଜଟଣୀ,୧୦/୭: ସଂସ୍କାର ଭାରତୀ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜଟଣୀ ରୋଟାରୀ କ୍ଳବ ପରିସରରେ ଗୁରୁପୂର୍ଣିମା ଓ ନଟରାଜ ପୂଜନ ଉତ୍ସବ ପାଳିତ ହୋଇଛି। ଉତ୍କଳ ପୂର୍ବପ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅଧ୍ଯକ୍ଷ ଡଃ. ଇଂ ଶମ୍ଭୁଦତ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗୀତ…
ଜଟଣୀ,୯/୭: ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ପୁରୁଣା ପେନସନ ଦାବୀ ନେଇ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ମଣ୍ଡଳ ସ୍ଥରୀୟ ଧାରଣା ଓ…