ବାବା ଗ୍ରାମେଶ୍ଵର ଦେବଙ୍କ ଜମାଣ ଉତ୍ସବ
ଖୋର୍ଦ୍ଧା, ୭/୩: ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ୍ ଅଧିନ ମୁଣ୍ଡମୁହାଁଣ ଗ୍ରାମର ବାବା ଗ୍ରାମେଶ୍ଵର ଦେବଙ୍କ ଦୋଳ ଜମାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏ ବର୍ଷ ବହୁ ଆଡମ୍ବର ପୂର୍ଣ୍ଣ ଭାବରେ ଜମାଣ ଯାତ୍ରା…
ଖୋର୍ଦ୍ଧା, ୭/୩: ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ୍ ଅଧିନ ମୁଣ୍ଡମୁହାଁଣ ଗ୍ରାମର ବାବା ଗ୍ରାମେଶ୍ଵର ଦେବଙ୍କ ଦୋଳ ଜମାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏ ବର୍ଷ ବହୁ ଆଡମ୍ବର ପୂର୍ଣ୍ଣ ଭାବରେ ଜମାଣ ଯାତ୍ରା…
ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ବର କ୍ୟାମ୍ପସ ପରିସରରେ ବିଶ୍ବବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ଉତ୍ସବ ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭାରତର ପ୍ରମୁଖ କଲେଜ୍ ଓ ଶ୍ରେଷ୍ଠ ବି-ସ୍କୁଲ୍ମାନଙ୍କରୁ ୪,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା ।…
ଖୋର୍ଦ୍ଧା, ୫/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବଡ଼ ଧରଣର ଲୁଟ କରିବା ପାଇଁ ବିଳମ୍ବିତ ରାତ୍ରରେ ଯୋଜନା କରୁଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ଧରିଲା ୬ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଟାଙ୍ଗୀ ପୋଲିସ ।…
ଜଟଣୀ, ୨୮/୦୨: ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ମାର୍ଚ୍ଚ ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳଣକୁ କିପରି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ, ସେ ନେଇ ପୁରୀ ଏସ.ପି. ପ୍ରତୀକ ସିଂ ହରିରାଜପୁର ଗସ୍ତ କରି…
ବ୍ୟୁରୋ, ୨୨/୨: ଖୋର୍ଦ୍ଧା ବିଧାୟକଙ୍କ ମଙ୍ଗଳାନଗର ଜନଶୁଣାଣି ଶିବିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୩୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସୀଧାସଳଖ ବାର୍ତ୍ତା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାବାସୀଙ୍କ ସହ ଏକାଠି ବସି ଶୁଣିଛନ୍ତି। ଖୋର୍ଦ୍ଧା…
ଜଟଣୀ, ୨୨/୨: ଜଟଣୀ କଲେଜ ରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ “ଆନ୍ତର୍ଜାତିକ ମାତୃଭାଷା ଦିବସ” ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଥିଲା। ବିଦ୍ୟାଳୟର ଶିଶୁମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ସ୍ଥାନୀୟ ଜଟଣୀ କଲେଜ୍…
ଜଟଣୀ, ୧୬/୦୨: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟରେ ଜଟଣୀ ସେବା କେନ୍ଦ୍ର ତରଫରୁ ବିଶ୍ଵ କଲ୍ୟାଣକାରୀ ପରମେଶ୍ବର ପରମପିତା ପରମାତ୍ମା ଶିବବାବାଙ୍କର ଧରାବତରଣର ୯୦ତମ ପୁଣ୍ୟ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ସୂଚନାଯୋଗ୍ୟ ପରମପିତା ପରମାତ୍ମା ଶିବ ଭଗଵାନ…
ଜଟଣୀ, ୧୨/୨: ତୃତୀୟ ପଥ ଉତ୍ସବରେ ୨୦ଫୁଟ ଉଚ୍ଚ ଶିବ ମୂର୍ତ୍ତି ହେବ ମୁଖ୍ୟ ଆକର୍ଷଣ । ଆସନ୍ତା ୧୫ତାରିଖ ରବିବାର ମହାଶିବରାତ୍ରୀ ରେ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି…
ବ୍ୟୁରୋ, ୮/୨ : ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ପୁରୀସ୍ଥିତ କାକଟପୁର ମା ମଙ୍ଗଳା ମନ୍ଦିରରେ ବ୍ୟାଙ୍କ ପ୍ରାୟୋଜିତ ଏଲ୍ଇଡି ସ୍କ୍ରିନ୍ର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ.…
ଜଟଣୀ, ୭/୨: ଜଟଣୀ ମହାବିଦ୍ୟାଳୟରେ ଆଜି ଶିକ୍ଷା ବିଭାଗ ତରଫରୁ “ନୂତନ ଶିକ୍ଷାନୀତି ୨୦୨୦ର ପ୍ରୟୋଗ – ସୁଯୋଗ ଏବଂ ସମସ୍ୟା” ଶିର୍ଷକରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ଵପ୍ନ ମଲ୍ଲିକ ଉଦଘାଟନ…