Tag: kalingatoday

ବାଣ ବିସ୍ଫୋରଣ ୨ ଗୁରୁତର

ବ୍ୟୁରୋ,୦୪/୦୩: ବୋଲଗଡ ବ୍ଲକ ଦେଉଳି ଗ୍ରାମରେ ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ। ଆହତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ଦୁର୍ଗାପ୍ରସାଦ ଗ୍ରାମର ଅଶୋକ ମଲିକ ଓ ତାଙ୍କ ପତ୍ନୀ ସୁକାନ୍ତି ମାଲିକ। ସୂଚନା ମୁତାବକ ଅଶୋକ ଓ ସୁକାନ୍ତି ଘରେ ବାଣ…

ମାର୍ଚ୍ଚ ୫ ବଦଳରେ ଅପ୍ରେଲ ୨୪ ରେ ପାଳନ ହେବ ପଞ୍ଚାୟତରାଜ ଦିବସ

ବ୍ୟୁରୋ,୦୪/୦୩: ଆଉ ମାର୍ଚ୍ଚ ୫ତାରିଖରେ ପାଳନ ହେବନି ପଞ୍ଚାୟତରାଜ ଦିବସ। ମାର୍ଚ୍ଚ୫ତାରିଖ ବଦଳରେ ଅପ୍ରେଲ୨୪ ତାରିଖରେ ପାଳନ ହେବ ପଞ୍ଚାୟତରାଜ ଦିବସ। ୨୦୨୦ ମସିହାରୁ ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି…

ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ

ବ୍ୟୁରୋ,୦୪/୦୩: ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ। ଲୋକଙ୍କ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ। ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବିନା ଅସୁବିଧାରେ ପାର୍ଟ ପ୍ଲଟ ବିକ୍ରି ନେଇ ଆସିପାରେ ନିୟମ। ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ…

ଜଙ୍ଘରେ ଟାଟୁ କରି ବନ୍ଧାହେଲେ

ବ୍ୟୁରୋ, ୦୩/୦୩ : ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବନ୍ଧାହେଲେ, ଟାଟୁ କରିଥିବା ବ୍ୟକ୍ତି ଓ ଟାଟୁ ଦୋକାନ ମାଲିକ। ଉଭୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଲେ ରକି ରଞ୍ଜନ ବିଷୋୟୀ ଓ…

ପୁରୀ ଜିଲ୍ଲାରେ ପୋଲିସ ଆଇନ ୩୦ ଧାରା ଲାଗୁ

ବ୍ୟୁରୋ,୦୨/୦୩ : ପୁରୀ ଜିଲ୍ଲାରେ ପୋଲିସ ଆଇନର ୩୦ ଧାରା ଲାଗୁ କରାଯାଇଛି। ଏହା ଫେବୃଆରୀ ୨୬ ତାରିଖଠାରୁ ମଇ ୨୬ ତାରିଖ ଅର୍ଥାତ୍ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି,…

ଆଶା କର୍ମୀଙ୍କ ଗଣ ବିକ୍ଷୋଭ

ବ୍ୟୁରୋ,୦୨/୦୩: ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ଆଶା କର୍ମୀଙ୍କ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଆଶା…

ଟ୍ରେନରେ ମାଡ଼ ହୋଇ ଯୁବକଙ୍କ ମୃତ୍ୟୁ

ବ୍ୟୁରୋ, ୨୨/୦୨: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୬ ରେ ଟ୍ରେନରେ ମାଡ଼ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କେଉଁଝର…

ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ୟୁରୋ,୨୨/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନ ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମର ବିରେନ କୁମାର ସାହୁଙ୍କ ପୁଅ ବିକାଶ…

କୂଅରେ ପଡି ୩ ବର୍ଷ ଶିଶୁର ମୃତ୍ୟୁ

ବ୍ୟୁରୋ,୨୧/୦୨: କୂଅରେ ପଡି ୩ ବର୍ଷର ଶିଶୁ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖତିଆଗ୍ରାମର ଭଞ୍ଜସାହିରେ । ମୃତକ ଶିଶୁ ଜଣଙ୍କ ହେଲେ ସାହିଲ ବରାଡ଼ । ସୂଚନା ଅନୁସାରେ ପ୍ରଭାତ କୁମାର…

ଶିକ୍ଷ୍ୟା ସଂଯୋଜନା ଶିବିରର ସମାରୋହ

ବ୍ୟୁରୋ, ୨୦/୦୨: ଜଟଣୀ ଗୋପୀନାଥପୁର ସ୍ଥିତ ସୋଷାଇଟ ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନର ଶିକ୍ଷ୍ୟା ସଂଯୋଜନା ଶିବିରର ଅନ୍ତିମ ସମାରୋହ ଉତ୍ସବ ମଙ୍ଗବାର ପାଳିତ ହୋଇଯାଇଛି l ଉକ୍ତ ଶିବିରରେ ପଚିଶ ଜଣ ଶିଶୁ ଯୋଗଦେଇଥିଲେ। ଯେଉଁ ଶିଶୁମାନେ ଅଧାରୁ ପାଠ…