Tag: odisha

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ହାତିବାରୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ହେଉଛନ୍ତି ତାରିଆ ଗ୍ରାମର ଲିପୁ ସାମନ୍ତରାୟ । ଲିପୁ ଏକ ଘରୋଇ ଫାଇନାନ୍ସରେ ସଂସ୍ଥାରେ କାମ କରୁଥିବା ଜଣାପଡିଛି l ସେ…

ଜଟଣୀରେ ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ବଜାରସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଭାରତବର୍ଷର ଅନ୍ୟତମ ବରପୁତ୍ର ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା…

ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

ବ୍ୟୁରୋ: ସରିଲା ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ସରିଛି। ଆଜି ସଠିକ ସମୟରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇ କେନ୍ଦ୍ରରୁ ବାହାରିଥିଲେ । ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ଛାତ୍ରଛାତ୍ରୀ ମାନେ…

ଗୋଷ୍ଠୀ ବିବାଦକୁ ନେଇ ବୋମାମାଡ, ଦୁଇ ଆହତ

ବ୍ୟୁରୋ : ଜଟଣୀ ଥାନା ଅଧିନ ବେଣାପଞ୍ଜୁରୀ ଗ୍ରାମ, ଟାଙ୍ଗି ସାହିରେ ଗୋଷ୍ଠୀ ବିବାଦକୁ ନେଇ ଏକାଧିକ ବୋମାମାଡ ହୋଇଛି। ଏହି ବୋମାମାଡରେ ଦୁଇଜଣ ଆହତ ହୋଇ ଜଟଣୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ପାଠ ପଢା ସହ ଚରିତ୍ର ଗଠନ ପ୍ରତି ଧ୍ୟାନ ଦେଉଛି ଆଶା ପ୍ଲେ ସ୍କୁଲ

ବ୍ୟୁରୋ: ଜଟଣୀର ପ୍ରଥମ ପ୍ଲେ ସ୍କୁଲ “ଆଶା ପ୍ଲେ ସ୍କୁଲ”ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃଷ୍ଣ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଡ୍ରାଇଭର

ବ୍ୟୁରୋ: ବୁଧବାର ବିଳମ୍ବିତ ରାତିରେ ଜଟଣୀ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଜଣେ ଯୁବକ ଟ୍ରେନ ଆଗକୁ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା, କୋଡୀଙ୍ଗା ଥାନା ଅଞ୍ଚଳର ନରେଶ ଭତରା (୨୫)। ସୂଚନା ଅନୁଯାୟୀ ନରେଶ ଖୋର୍ଦ୍ଧା ଅଞ୍ଚଳର…

ମଧ୍ୟହ୍ନ ଭୋଜନରେ ତେନ୍ତୁଳିଆ ବିଛା

ବ୍ୟୁରୋ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରୀଛାତ୍ରଙ୍କୁ ପୁଷ୍ଟକର ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରିଥିବା ବେଳେ, ପ୍ରଶାସନିକ ଅବହେଳା ପାଇଁ ସରକାରଙ୍କ ଯୋଜନା ସଠିକ ଭାବେ ରୂପାୟନ ହୋଇପାରୁନଥିବା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ…

ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନଂ୮, ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଗତ ୧୬ ତାରିଖ ଠାରୁ ଅଙ୍କୋରରୋପଣ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା। ପ୍ରତିଦିନ ସୂର୍ଯ୍ୟ…

ଧାରୁଆ ଅସ୍ତ୍ରରେ ଯୁବକଙ୍କ ହାତକୁ କାଟି ହତ୍ୟା ଅଭିଯୋଗ

ବ୍ୟୁରୋ: ଜଟଣୀ ବୁଢାପଡା ଗ୍ରାମର ଜଣେ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ କାଟି, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଜଟଣୀ ଥାନାରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବୁଢାପଡା ଗ୍ରାମର ରତ୍ନାକର ଭୋଇ। ସୂଚନା ଅନୁଯାଇ ସୋମବାର ରାତି ୯ଟା…

୬ଦଫା ଦାବି ନେଇ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ବ୍ୟୁରୋ: ଜଟଣୀ ତହସିଲ ଅଧୀନରେ କାର୍ଯ୍ୟରତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ୬ଦଫା ଦାବି ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସମଗ୍ର ରାଜ୍ୟରେ କଲମ…