ଭଙ୍ଗାହେଲା ବାହାନଗା ପ୍ରାଥମିକ, ଏଲିମେଣ୍ଟାରି ସ୍କୁଲ ଘର
ବ୍ୟୁରୋ: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତବରଣ କରିଥିବା, ବ୍ୟକ୍ତିମାନଙ୍କ ମୃତଦେହ ଗୁଡିକୁ ବାହାନଗା ସ୍କୁଲ ଘରେ ରଖାଯାଇଥିଲା। ପରେ ମୃତଦେହ ଗୁଡିକୁ ବିଭିନ୍ନ ମେଡ଼ିକାଲକୁ ପଠାଯାଇଥିଲା। ସ୍ଥାନୀୟ ଜନସାଧାରଣ ଓ ଅଭିବାବକ ମାନେ ସ୍କୁଲ ଘରେ ମୃତଦେହ ଥିବାରୁ, କିପରି…