ବ୍ୟାପୁଛି ଆଖିଧରା, ସତର୍କ ରହିଲେ କମିବ ସଂକ୍ରମଣ ।
ଜଟଣୀ: ଦିନକୁ ଦିନ ବଢି ଚାଲିଛି ଆଖିଧରା ସଂକ୍ରମଣ। ଚିନ୍ତାରେ ରହିଛନ୍ତି ସମସ୍ତେ। କିପରି କରିବେ ଏହାର ମୁକାବିଲା। ଜଟଣୀ ପୋୖର ପରିଷଦ ଅଧୀନରେ ଥିବା 23 ଗୋଟି ୱାର୍ଡ ଓ ଜଟଣୀ ବ୍ଲକ ଅଧୀନରେ ଥିବା 15ଟି ପଞ୍ଚାୟତରେ ବଢିଚାଲିଛି…
ଜଟଣୀ: ଦିନକୁ ଦିନ ବଢି ଚାଲିଛି ଆଖିଧରା ସଂକ୍ରମଣ। ଚିନ୍ତାରେ ରହିଛନ୍ତି ସମସ୍ତେ। କିପରି କରିବେ ଏହାର ମୁକାବିଲା। ଜଟଣୀ ପୋୖର ପରିଷଦ ଅଧୀନରେ ଥିବା 23 ଗୋଟି ୱାର୍ଡ ଓ ଜଟଣୀ ବ୍ଲକ ଅଧୀନରେ ଥିବା 15ଟି ପଞ୍ଚାୟତରେ ବଢିଚାଲିଛି…
ଖୋର୍ଦ୍ଧା: ଚିଲିକାରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିଛି ମତ୍ସ୍ୟ ବିଭାଗ। ସରକାରଙ୍କ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ।ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା ,ଜାଲ, ମାଛ ଚାଷ ପାଇଁ ଋଣ ଇତ୍ୟାଦି…
ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଲା ସଫଳତା। ଧଳା ଜହର ବେପାରୀ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଗତ ମାସ ୭ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ଛକରେ…
ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆ, ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ମୁତାବକ ମମତା ଏକ ମାମଲାର ରଫାଦଫା ପାଇଁ, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।…
ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସାନରେ ଅନୁପ୍ରାଣିତ ହୋଇ, ଜଟଣୀ ପୋୖର ପରିଷଦର ଦୁଇ ଜଣ କାଉନସିଲର ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ, ଜଟଣୀ ପୋୖର ପରିଷଦର, ୧୧ ନମ୍ବର…
ଜଟଣୀ: ଖୋର୍ଦ୍ଧାରୋଡ ରେଳମଣ୍ଡଳ ଶ୍ରମିକ ୟୁନିଅନ ପକ୍ଷରୁ, ସଂଯୋଜକ ରଂଜିତ କୁମାର ଦାସଙ୍କ ନେତୃତ୍ୱରେ, ରେଲୱେ ରନିଙ୍ଗ କର୍ମଚାରୀମାନେ ଆମରଣ ଅନଶନ କରିଛନ୍ତି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ କାର୍ଯ୍ୟଳୟ ସମ୍ମୁଖରେ ସକାଳ ୬ ଟାରୁ ସନ୍ଦ୍ୟା ୬ ଟା ପର୍ଯ୍ୟନ୍ତ କର୍ମଚାରୀ ମାନେ…
ନୟାଗଡ଼: ନୟାଗଡ଼ ରାଜବାଟୀଠାରେ ଶତାଧିକ ଅନ୍ୟ ଦଳର କର୍ମୀ, ବିଜେପି ଦଳରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ଅନୁପ୍ରାଣୀତ ହୋଇ ଅନ୍ୟ ଦଳ ଛାଡି, କର୍ମୀ ମାନେ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ସେଠାରେ ଦଳୀୟ ପତାକା ବେକରେ ପକେଇବା…
ମୟୂରଭଞ୍ଜ: ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ବନଦୁର୍ଗା ଘାଟିରେ ଘଟିଛି ଦୁର୍ଘଟଣା। ଯାତ୍ରୀବାହି ବସ ସାଇଶଙ୍କରକୁ ଧକ୍କା ଦେଇଛି ବସ୍। ସାଇଶଙ୍କର ବସ୍ ଟି ଭୂବନେଶ୍ଵର ଅଭିମୁଖେ ଆସୁଥିବା ବେଳେ, ଏକ ଚାଉଳ ବୋଝେଇ ଟ୍ରକ ଗୋଡଭଙ୍ଗା ଘାଟି ଉପରେ,…
ଜଟଣୀ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଗଛ ଲଗେଇବା ଦ୍ୱାରା ଆମେ କିପରି ଆମ ପରିବେଶର ସୁରକ୍ଷା କରିପାରିବା। ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ଗଛ ଲଗାଇ ଏହାକୁ କିପରି ନିୟନ୍ତ୍ରଣ କରିପାରିବା,…
ଜଟଣୀ : ଜଟଣୀ ଲବଣଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ଜୟନ୍ତ କୁମାର…