ରାଜସ୍ୱ ଅଦାୟରେ ଆଗରେ ଜଟଣୀ ତହସିଲ
ଜଟଣୀ,୨/୪: ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଅଦାୟରେ ଆଗରେ ରହିଛି ଜଟଣୀ ତହସିଲ। ଜଟଣୀ ତହସିଲକୁ ବିଭାଗ ପକ୍ଷରୁ ୨୦୨୪-୨୫ ପାଇଁ ୭,୩୮,୬୦,୦୦୦ ଟଙ୍କା ରାଜସ୍ୱ ଆଦାୟ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ଜଟଣୀ ତହସିଲ ୮,୨୧,୩୮,୬୬୬ ଟଙ୍କା ରାଜସ୍ୱ…
ଜଟଣୀ,୨/୪: ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଅଦାୟରେ ଆଗରେ ରହିଛି ଜଟଣୀ ତହସିଲ। ଜଟଣୀ ତହସିଲକୁ ବିଭାଗ ପକ୍ଷରୁ ୨୦୨୪-୨୫ ପାଇଁ ୭,୩୮,୬୦,୦୦୦ ଟଙ୍କା ରାଜସ୍ୱ ଆଦାୟ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ଜଟଣୀ ତହସିଲ ୮,୨୧,୩୮,୬୬୬ ଟଙ୍କା ରାଜସ୍ୱ…
ଜଟଣୀ,୦୧/୪: ଜଟଣୀ ବାର୍ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଆଜି ବାର୍ ଆସୋସିଏସନ ହଲରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ଆଲୋକ…
ଜଟଣୀ,୩୦/୩: ବିଶ୍ଵହିନ୍ଦୁ ପରିଷଦ ଜଟଣୀ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଆଜି ଜଟଣୀ ଶ୍ରୀ ଜଗନ୍ନାଥ ପୁରୀ ଗୋଶାଳା ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୋ -ପୂଜନ ଓ ଯଜ୍ଞର ଆୟୋଜନ କରାଯାଇଥିଲା। ୧୦୮ଜଣ କର୍ତ୍ତା କର୍ତ୍ତି ଏହି…
ଜଟଣୀ,୨୯/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ । ଆଜି ସକାଳ ସମୟରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି, ମାଝଣା…
ଜଟଣୀ,୨୬/୩: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହେଲେ ଜଟଣୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ। ସୁର୍ଯ୍ୟମଣୀ ବେଆଇନ ଭାବେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ଗତ କାଲି ଜଟଣୀ…
ଜଟଣୀ,୨୪/୩: ଓଡ଼ିଶାର ପ୍ରସିଦ୍ଧ ଲୋକକଳା ପ୍ରଚାର କରୁଥିବା ୟୁଟୁବ ଚ୍ୟାନେଲ ଡିଏମଭି ଜଟଣୀ ପକ୍ଷରୁ ଆଜି ଜଟଣୀ ବାଛରା ମେଳଣ ପଡ଼ିଆରେ ଯୁବ ୟୁଟ୍ୟବର ଦେବାଶିଷ ମହାପାତ୍ରଙ୍କ ସଭାପତିତ୍ୱରେ ଦ୍ଵିତୀୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି…
ଜଟଣୀ,୧୮/୦୩: ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସାମ୍ନାରେ ଏନ.ଏଫ.ଆଇ.ଆର ଡାକରାରେ ପୁରୁଣା ପେନସନ ଲାଗୁ ସହିତ ବିଭିନ୍ନ ମୌଳିକ ଅଧିକାରକୁ ନେଇ ଦେଶବ୍ୟାପୀ ଭାରତୀୟ ରେଳ ବିଭାଗର ସବୁ ଜୋନ ଓ ମଣ୍ଡଳରେ ହେବାକୁ ଥିବା ପାଞ୍ଚ ଦିନିଆ ଧାରଣା…
ଜଟଣୀ,୧୮/୦୩: ଜଟଣୀ ପୋଲିସ ବେଆଇନ ବ୍ରାଉନ ସୁଗାର ବ୍ୟବସାୟରେ ଲିପ୍ତ ଦୁଇ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ଗ୍ରାମ ଧଳା ଜହର ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ ଖୁଦୁପୁର ଗ୍ରାମର ସନ୍ତୋଷ କୁମାର…
ଜଟଣୀ,୯/୩: ଜଟଣୀ ରାମଚନ୍ଦ୍ରପୁର ଶ୍ରୀହରି ବିହାର ସ୍ଥିତ ଶ୍ରୀଗୁରୁକୁଳ ଆଶ୍ରମ ଗୋଲକ ଧାମ ପରିସରରେ ୦୩ ତାରିଖରୁ ଆରମ୍ଭ ହୋଇଥିବା ୭ଦିନ ବ୍ୟାପି ଅଷ୍ଟାଦଶ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଆଜି ଉଦଯାପିତ ହୋଇଛି। ଓଡ଼ିଶାର ସୁପରିଚିତ ପ୍ରବକ୍ତା ଡ଼. ପ୍ରଫୁଲ…
ଜଟଣୀ,୯/୩: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସ ଭିତରକୁ ପଶିଲା ଦନ୍ତା ହାତୀ। ହାତୀ ଘଉଡ଼େଇବାକୁ ନାକେଦମ ହେଲା ବନ ବିଭାଗ। ଶନିବାର ବିଳମ୍ବିତ ରାତିରେ ପୋଡପଡା ଗ୍ରାମ ପାଖ ଦେଇ ଏକ ଦନ୍ତା ହାତୀ ଆଇଆଇଟି କ୍ୟାମ୍ପସର ପାଚେରୀ ଭାଙ୍ଗି ଭିତରକୁ…