ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ଗଞ୍ଜେଇ ଜବତ, ମହିଳା ଗିରଫ

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ଜଣେ ମହିଳାଙ୍କ ଠାରୁ ଖୋର୍ଦ୍ଧାରୋଡ ଆରପିଏଫ ୧୮ କିଲୋ ୯୩୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିବା ସହ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଯାଜପୁର ଥାନା ଅଧିନ ଜରି…

ବିପୁଳ ପରିମାଣର ବେଆଇନ ବାଣ ଜବତ, ଦୁଇ ଗିରଫ

ବ୍ୟୁରୋ: ସରକାରୀ ନୀତି ନିୟମକୁ ଖାତିର ନକରି ବେଆଇନ ଭାବେ ଗାଡିରୁ ବାଣ ଖଲାସ କରୁଥିବା ଅଭିଯୋଗରେ, ଜଟଣୀ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିବା ସହ ଦୁଇ ବାଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଆଶା ଦିଦିଙ୍କୁ ସବୁଠି ପ୍ରଶଂସା

ବ୍ୟୁରୋ: ଆଶା ଦିଦି ଶିବାନୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ଶୁଅ।ମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ନେତା ପ୍ରଶାସକ, ଜନସାଧାରଣ ଶିବାନୀ ଦିଦି ଙ୍କୁ ଜଣାଉଛନ୍ତି ଶୁଭେଚ୍ଛା। ବାତ୍ୟା ଦାନା ଆସିବା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା…

ବାତ୍ୟା ପାଇଁ ଦୁଇ ଦିନ ହାଇକୋର୍ଟ ଛୁଟି

ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ ତାରିଖରେ ହାଇକୋର୍ଟ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତି ଜାରୀ ହୋଇଛି। ଏହି ଦୁଇ ଦିନ ବଦଳରେ ଆସନ୍ତା ନଭେମ୍ବର ୩୦ ତାରିଖ (ଶନିବାର) ଓ ଡିସେମ୍ବର…

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବ୍ୟୁରୋ: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟବାସୀ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା…

ଉଦ୍‌ଘାଟିତ ହେଲା ପରମାଣୁ ଶକ୍ତି ବିଭାଗର ପ୍ରଥମ କନ୍‌କ୍ଲେଭ

ବ୍ୟୁରୋ: ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ଭୁବନେଶ୍ୱରରେ ପରମାଣୁ ଶକ୍ତି ବିଭାଗ(ଡିଏଇ)ର ପ୍ରଥମ କନ୍‌କ୍ଲେଭ ତଥା ପ୍ଲାଟିନମ୍ ଜୁବୁଲି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସଭାପତିତ୍ବ କରି ପରମାଣୁ ଶକ୍ତି ବିଭାଗର ସଚିବ ଡ.…

ପୂର୍ବ କ୍ଷେତ୍ରୀୟ ବିଜ୍ଞାନ ମେଳା

ବ୍ୟୁରୋ: ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ଆନୁକୂଲ୍ୟରେ ୨୧ ଓ ୨୨ ଦୁଇ ଦିନ ଧରି କ୍ଷେତ୍ରୀୟ ବିଜ୍ଞାନ ମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଟଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ଜଟଣୀ ତହସିଲର ତହସିଲଦାର ଶ୍ରୀମତୀ ପ୍ରୀତିପୂର୍ଣା ମିଶ୍ର…

୧୪ ଜିଲ୍ଲାରେ ୨୩ ରୁ ୨୫ ସ୍କୁଲ ଛୁଟି

ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ୧୪ ଜିଲ୍ଲାରେ ୩ଦିନି ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ…

ଟୁଙ୍ଗୁରୁ ଭୋଳ ଗିରଫ

ବ୍ୟୁରୋ: ଗ୍ୟାରେଜରେ ପଶି ଚୋରି କରିବା ପରେ ଧରା ପଡିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ । ସୂଚନା ମୁତାବକ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ଗତ ତା ୧୧.୦୪.୨୦୨୪ ରିଖ ମଧ୍ୟାନ ସମୟରେ…