Advertisement

ବ୍ୟୁରୋ: ନିମାପଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଏବେ ଜୋରସୋରରେ ତାଙ୍କର ନିର୍ବାଚନ ପ୍ରଚାର ଚଲାଇଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟ ପତ୍ନୀ ମାଳତୀ ରାଉତରାୟ  ବଡ଼ ପୁଅ ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି।

ବଡ଼ ପୁଅ ସିଦ୍ଧାର୍ଥ କିପରି ନିମାପଡାରୁ ନିର୍ବାଚିତ ହେବେ ସେଥିପାଇଁ ମାଳତୀ ରାଉତରାୟ ପୁଅ ପାଇଁ ପ୍ରଚାର କରିଛନ୍ତି। ବଡ଼ ପୁଅ ସିଦ୍ଧାର୍ଥଙ୍କ ପାଇଁ ମାଳତୀ ରାଉତରାୟ ପ୍ରଚାର କରୁଥିବା  ଫୋଟୋ ଓ ଭିଡିଓ ଭାଇରାଲ ହେବା ପରେ ସବୁଠି ଏବେ ଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି।

Advertisement

Leave a Reply

Your email address will not be published. Required fields are marked *