Advertisement

ବ୍ୟୁରୋ: କଣ୍ଟେନର ଧକ୍କାରେ ବାଇକ୍ ଚାଳକ ଗୁରୁତର। ଆଜି ଅପରାହ୍ନ ସମୟରେ ଜଟଣୀ କିଷ୍ଟ କଲେଜ ନିକଟରେ ଟ୍ରାନ୍ସପୋଟ କଣ୍ଟେନର ସହ ଏକ ବାଇକର ଦୁର୍ଘଟଣା ଘଟିଛି।

ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର ଏମ୍ସ  ସ୍ଥାନାନ୍ତର କରାଯାଇଛି। ବାଇକ ଚାଲାକଙ୍କର ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଦୁଇଟି ଗାଡିକୁ ଜବତ କରିଛି।

Advertisement

Leave a Reply

Your email address will not be published. Required fields are marked *