Advertisement

ବ୍ୟୁରୋ:  ଭିଜିଲାନ୍ସ ଜାଲରେ କୁବେର ବାବୁ। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ୩କୋଟିରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କଲାଣି।

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ନାମରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ବିଭାଗ ପାଇବା ପରେ। ଆଜି  ରାଉତଙ୍କ ସରକାରୀ ବାସଭବନ, ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଛି।

କୁବେର ବାବୁଙ୍କ, ପଡ଼ୋଶୀଙ୍କ ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍ ମିଳିଛି। ଏହି ଚଢ଼ାଉରେ ୨ଜଣ  ଅତିରିକ୍ତ ଏସ.ପି, ୭ଜଣ ଡି.ଏସ.ପି ଓ ୮ଜଣ ଇନିସ୍ପେକ୍ଟର ସାମିଲ ରହିଥିବା  ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *