Author: Kalinga Today

ଭାଙ୍ଗିଲା ଅସ୍ଥାୟୀ ନଦୀ ରାସ୍ତା, ସାହା ଏବେ ଦେଶୀ ଡଙ୍ଗା।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା।

ଜଟଣୀ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୁବନେଶ୍ୱର ଆଇ.ଆଇ.ଟି.ର ସହ ପ୍ରାଧ୍ୟାପକ ଡ଼ଃ ସମ୍ବିତ ପଟ୍ଟନାୟକ ଅତିଥି ଭାବେ…

ପରିବେଶର ସୁରକ୍ଷା ପାଇଁ ଚାରା ବଣ୍ଟନ।

ଜଟଣୀ: ପରିବେଶର ସୁରକ୍ଷା ଓ ବାୟୁମଣ୍ଡଳର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ, ଆଜି ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଚାରା ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଭାପତି ନବୀନ୍ କୁମାର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଆଜି ଜଟଣୀ ଜନସାଧାରଣଙ୍କୁ ପ୍ରଥମ ପର୍ଯ୍ୟାୟରେ…

କିପରି ପାଇବେ ସାହାରା ଇଣ୍ଡିଆରେ ଜମା କରିଥିବା ଟଙ୍କା।

ବ୍ୟୁରୋ: ସାହାରା ଇଣ୍ଡିଆ ଜମାକାରୀଙ୍କ ପାଇଁ ଆସିଛି ସାମାନ୍ୟ ଖୁସୀ ଖବର। କେନ୍ଦ୍ର ସରକାର ଜମାକାରୀଙ୍କ ଟଙ୍କା ଫେରେଇବା ପାଇଁ ଲଞ୍ଚ କରିଛନ୍ତି ‘ସାହାରା ରିଫଣ୍ଡ ପୋର୍ଟାଲ’। ଏହି ପୋର୍ଟାଲରେ ଆପଣମାନେ ଆବେଦନ କରି, ୪୫ ଦିନ ଭିତରେ ନିଜର ଜମା…

ଉଛେଦ ହେଲା ବେଆଇନ ଜବରଦଖଲ।

ଜଟଣୀ: ଜଟଣୀ ତହସିଲ ଅଧିନ ବଡ଼ତୋଟା ମୌଜା ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା, ଦୁଇଟି ଦୋକାନ ଘରକୁ ଉଛେଦ କରିଛି ଜଟଣୀ ତହସିଲ । ବଡ଼ତୋଟା ଗ୍ରାମରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବେଆଇନ ଭାବେ, ସରକାରୀ ଜମିକୁ…

ଷଣ୍ଢ ପେଟରୁ ବାହାରିଲା ୫୦ କେଜି ପଲିଥିନ ।

ଜଟଣୀ: ଜଟଣୀ ପୋୖର ପରିଷଦ ଅଧିନ ବାଲିଛକ ସାହିରେ ଥିବା, ଜଟଣୀ ଗୋସେବା ଶିବିରରେ ଷଣ୍ଢର ଅସ୍ତ୍ରୋପଚାର କରାଯାଇ, ଷଣ୍ଢ ପେଟରୁ ପ୍ରାୟ ୫୦କେଜି ଓଜନର ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ କଢାଯାଇଛି। ଜଟଣୀ ବିକାଶ ନଗର ଅଞ୍ଚଳରେ ଏହି ଷଣ୍ଢ…

ତରାବୋଇରେ ଷ୍ଟେସନ ନିର୍ମାଣ ପାଇଁ, ଦାବୀ କଲା ଜଟଣୀ ବିଜେପି।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ତରାବୋଇ ଅଞ୍ଚଳରେ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ବର୍ଷ ଧରି ଦାବୀ କରିଆସୁଥିଲେ। ସ୍ଥାନୀୟ ଜନସାଧାରଣ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଷ୍ଟେସନ ନିର୍ମାଣ ପାଇଁ ଆଲୋଚନା କରିଥିଲେ।…

ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ।

ବ୍ୟୁରୋ : ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍ , ହଟାତ ନୀଳଗିରି ରୋଡରେ, ଟ୍ରେନ ଟ୍ରାକ ବଦଳାଇ ହଟାତ ଲୁପ ଲାଇନରେ ପସିଯାଇଥିଲା ।…

NH-16ରେ ଭୁଶୁଡ଼ିଲା ବ୍ରିଜ, ନିମ୍ନ ମାନର କାମ ହୋଇଥିବା ଅଭିଯୋଗ।

ବ୍ୟୁରୋ: ଯାଜପୁର ରସୁଲପୁର ବ୍ଲକ ନିକଟ, ଜାତୀୟ ରାଜପଥ – ୧୬ରେ ଥିବା ବ୍ରିଜ ଭୁଶୁଡି ଯାଇଛି। ସୂଚନା ମୁତାବକ ୧୫ବର୍ଷ ତଳେ ଯାଜପୁର ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଆସି ସକାଳୁ ଏହି ବ୍ରିଜ…

ଜନଶୁଣାଣୀ ଶିବିରରେ ଅଭିଯୋଗ କଲେ, ହେଉନି ସମାଧାନ

ଜଟଣୀ: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ, ଆଜି ଜଟଣୀ ପଞ୍ଚାୟତ ସମିତି ସଭା ଗୃହରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୪୯ଟି ଅଭିଯୋଗ ଜନସାଧାରଣ କରିଥିଲେ। ସେଥିମଧ୍ୟରୁ ୫ଟି ଅଭିଯୋଗର ଫଇସଲା ଜିଲ୍ଲାପାଳ ତୁରନ୍ତ…