ବ୍ୟୁରୋ: ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ । ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ପଦ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ମଧ୍ୟ ଅବ୍ୟାହତି ନେଇଛନ୍ତି । ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଥିବା ତନୟା ପଟ୍ଟନାୟକ ବର୍ତ୍ତମାନ ସମ୍ବାଦର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *