Category: ବ୍ରେକିଂ ନ୍ୟୁଜ୍

ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ୟୁରୋ: ଜଟଣୀ ବାଛରାପାଟଣାର ଜଣେ କଲେଜ ଛାତ୍ରୀଙ୍କ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣଙ୍କ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀ ଜଣଙ୍କ କୌଣସି କାରଣକୁ ଘରେ, ବେକରେ ଓଢଣୀ ଲଗାଇ ଓହଳି ପଡ଼ିଥିଲେ। ଛାତ୍ରୀଙ୍କ ପରିବାର…

ଆରମ୍ଭ ହେଲା ସନ୍ତୋଷ ଜେନାଙ୍କ ନିର୍ବାଚନ ପ୍ରଚାର।

ବ୍ୟୁରୋ: 2024 ସାଧାରଣ ନିର୍ବାଚନକୁ ରହିଲା ଆଉ କିଛି ମାସ ବାକି। ଏବେଠାରୁ ନେତାମାନେ ଆରମ୍ଭ କରିସାରିଲେଣି ନିର୍ବାଚନ ପ୍ରଚାର ସହ କର୍ମୀ ସମ୍ମିଳନୀ । ନେତାମାନେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗଢି, ହେଉଛନ୍ତି ଲୋକମାନଙ୍କ ନିକଟତର। ଗତ କିଛି ଦିନ…

ଭାଙ୍ଗିଲା ଅସ୍ଥାୟୀ ନଦୀ ରାସ୍ତା, ସାହା ଏବେ ଦେଶୀ ଡଙ୍ଗା।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ…

କିପରି ପାଇବେ ସାହାରା ଇଣ୍ଡିଆରେ ଜମା କରିଥିବା ଟଙ୍କା।

ବ୍ୟୁରୋ: ସାହାରା ଇଣ୍ଡିଆ ଜମାକାରୀଙ୍କ ପାଇଁ ଆସିଛି ସାମାନ୍ୟ ଖୁସୀ ଖବର। କେନ୍ଦ୍ର ସରକାର ଜମାକାରୀଙ୍କ ଟଙ୍କା ଫେରେଇବା ପାଇଁ ଲଞ୍ଚ କରିଛନ୍ତି ‘ସାହାରା ରିଫଣ୍ଡ ପୋର୍ଟାଲ’। ଏହି ପୋର୍ଟାଲରେ ଆପଣମାନେ ଆବେଦନ କରି, ୪୫ ଦିନ ଭିତରେ ନିଜର ଜମା…

ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ।

ବ୍ୟୁରୋ : ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍ , ହଟାତ ନୀଳଗିରି ରୋଡରେ, ଟ୍ରେନ ଟ୍ରାକ ବଦଳାଇ ହଟାତ ଲୁପ ଲାଇନରେ ପସିଯାଇଥିଲା ।…

NH-16ରେ ଭୁଶୁଡ଼ିଲା ବ୍ରିଜ, ନିମ୍ନ ମାନର କାମ ହୋଇଥିବା ଅଭିଯୋଗ।

ବ୍ୟୁରୋ: ଯାଜପୁର ରସୁଲପୁର ବ୍ଲକ ନିକଟ, ଜାତୀୟ ରାଜପଥ – ୧୬ରେ ଥିବା ବ୍ରିଜ ଭୁଶୁଡି ଯାଇଛି। ସୂଚନା ମୁତାବକ ୧୫ବର୍ଷ ତଳେ ଯାଜପୁର ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଆସି ସକାଳୁ ଏହି ବ୍ରିଜ…

୧୫ ହଜାର ଟଙ୍କା ଲାଞ୍ଚ ନେଇ, ଧରା ପଡିଲେ ମହିଳା ଏଏସଆଇ।

ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆ, ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ମୁତାବକ ମମତା ଏକ ମାମଲାର ରଫାଦଫା ପାଇଁ, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।…

ସାଇଶଙ୍କର ବସକୁ ଧକ୍କା ଦେଲା ଟ୍ରକ ।

ମୟୂରଭଞ୍ଜ: ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ବନଦୁର୍ଗା ଘାଟିରେ ଘଟିଛି ଦୁର୍ଘଟଣା। ଯାତ୍ରୀବାହି ବସ ସାଇଶଙ୍କରକୁ ଧକ୍କା ଦେଇଛି ବସ୍। ସାଇଶଙ୍କର ବସ୍ ଟି ଭୂବନେଶ୍ଵର ଅଭିମୁଖେ ଆସୁଥିବା ବେଳେ, ଏକ ଚାଉଳ ବୋଝେଇ ଟ୍ରକ ଗୋଡଭଙ୍ଗା ଘାଟି ଉପରେ,…

ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ, ଜଳିଗଲା ୩ଟି ବଗି

ବ୍ୟୁରୋ : ରେଳ ବିଭାଗର, ଏବେ ପଡିଛି ଭାଗ୍ୟ ଖରାପ। ଦୀର୍ଘ ଦୁଇ ମାସ ଭିତରେ ଘଟିଲାଣି ଅନେକ ଦୁର୍ଘଟଣା। ଚାଲିଗଲାଣି ଅନେକ ଜୀବନ । ଆଜି ପୁଣି ଘଟିଛି ଆଉ ଏକ ଦୁଃଖଦ ଘଟଣା। ହାୱଡା –ସିକନ୍ଦରାବାଦ, ଫାଲକନୁମା ଏକ୍ସପ୍ରେସ…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଜଟଣୀ: ଜଟଣୀ ଥାନା ଅଧୀନ ବେଣାପଞ୍ଜରୀ ଗ୍ରାମରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ବଜ୍ରାଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବେଣାପଞ୍ଜରୀ ଟାଙ୍ଗୀ ସାହିର ସେକ୍ ଜାହିର। ଅପରାହ୍ନ ସମୟରେ ପ୍ରବଳ ବର୍ଷା ସହିତ…