୧୨୯ ବର୍ଷ ବୟସରେ ଯୋଗ ଗୁରୁ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କ ପରଲୋକ
ବ୍ୟୁରୋ,୫/୫: ଭାରତ ବର୍ଷର ବରିଷ୍ଠ ଯୋଗ ଗୁରୁ ପଦ୍ମଶ୍ରୀ ଶିବାନନ୍ଦ ମହାରାଜଙ୍କ ୧୨୯ ବର୍ଷ ବୟସରେ ପରଲୋକ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଶିବନନ୍ଦ ମହାରାଜଙ୍କ ଶନିବାର ଇହଲୀଳା ସମ୍ବରଣ କରିଛନ୍ତି । ସେ…