Tag: india

୫୧ ଶକ୍ତି ପୀଠ ରେ ମା’ଙ୍କ ପୂଜାର୍ଚ୍ଚନା

ବ୍ୟୁରୋ, ୨/୪: ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ମାଆ ଙ୍କର ୫୧ ଟି ଶକ୍ତି ପୀଠ। ମାଆ ସତୀଙ୍କ ଶରୀରର ଖଣ୍ଡ ଉକ୍ତ ସ୍ଥାନରେ ପଡ଼ିଥିବା ଶୁଣିବାକୁ ମିଳେ। ଉକ୍ତ ସ୍ଥାନ ଗୁଡିକ ମାଆ ଙ୍କର ଶକ୍ତି ପୀଠ ଭାବେ ପରିଚିତ।…

ପୋଷା କୁକୁରର ଦଶାହ ପାଳିଲେ ପଶୁପ୍ରେମୀ

ବ୍ୟୁରୋ: ମୋତି ଏକ କୁକୁର ହେଲେ ମଧ୍ୟ ତା ପାଖରେ ଏକ ପ୍ରେମମୟ ହୃଦୟ ଥିଲା , ଯାହା ଆମ ମାନଙ୍କୁ ତା ପ୍ରେମରେ ବାନ୍ଧି ରଖିଥିଲା। ଏଭଳି କିଛି କଥା କହିଛନ୍ତି ପଶୁ ପ୍ରେମୀ କୈଳାସ ବେହେରା। ଜଟଣୀ ବ୍ଲକ…

ଠିକାଦାରଙ୍କ ଘରୁ ମିଳିଲା ୪୨ କୋଟି

ବ୍ୟୁରୋ: ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ ଟି ପେଟିରେ ରହିଥିଲା ଏହି ୪୨ କୋଟି ଟଙ୍କା । ୫୦୦ ଟଙ୍କା ମୂଲ୍ୟର ସମସ୍ତ ଟଙ୍କା ୨୩ଟି ପେଟିରେ ଭର୍ତ୍ତି ହୋଇରହିଥିଲା। ସୂଚନା ମୁତାବକ କର୍ଣ୍ଣାଟକର…

୨୦୨୪ରୁ ବନ୍ଦେ ଭାରତ ସ୍ଲିପର୍ ଭର୍ସନ୍

ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସୀ ଖବର। ୨୦୨୪ରୁ ବନ୍ଦେ ଭାରତ ଟ୍ରେନରରେ, ଶୋଇକି ଯାତ୍ରା କରିବାର ମଜା ନେଇପାରିବେ ଯାତ୍ରୀ। ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବନ୍ଦେ ଭାରତ ଏକ୍ସପ୍ରେସର, ସ୍କିପର୍ ଭର୍ସନ୍‌ କିପରି ରହିବ,…

୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର

ବ୍ୟୁରୋ: ଜଟଣୀ ନାଇଜର କ୍ୟାମ୍ପସରେ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଲୋକମାନଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା…

ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ଦିଗଦର୍ଶକ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ, ଆଜି ଜଟଣୀ ରାଣିପୁର, ବାପା ମା’ଙ୍କ ସେବାଶ୍ରମରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଓ ନୋଟରୀ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର…

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ।

ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଗୀତା ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା…

ବାଛରା ପାହାଡ଼ ହେବ ସବୁଜ ସୁନ୍ଦର।

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ବାଛରା ଲଣ୍ଡା ପାହାଡ଼ ହେବ ଏବେ ସବୁଜ ସୁନ୍ଦର। ସବୁଜ ପାହାଡ଼ ପ୍ରକଳ୍ପ ଅଧୀନରେ ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ,…

ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଜଟଣୀ ବିଜେପି କର୍ମୀ

ବ୍ୟୁରୋ: ଚନ୍ଦ୍ରୟାନ- ୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଜଟଣୀ ବିଜେପି ନଗର ମଣ୍ଡଳ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଜଟଣୀ ସୀତାରାମ ଛକରେ ଜଟଣୀ ବିଜେପି ନଗର ମଣ୍ଡଳର ସଭାପତି ତିରୁପତି ଶତପଥୀଙ୍କ…

ଜହ୍ନରେ ପାଦ ଥାପିଲା ଭାରତ

ବ୍ୟୁରୋ: ସଫଳତାର ସହ ଆଜି ଚନ୍ଦ୍ରରେ ଅବତରଣ କରିଛି ‘ଚନ୍ଦ୍ରଯାନ-୩’ । ପ୍ରାୟ ୧୯ ମିନିଟ ଧରି ଚାଲିଥିଲା ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଓହ୍ଲାଇଛି ‘ଚନ୍ଦ୍ରଯାନ-୩’ । ‘ଚନ୍ଦ୍ରଯାନ-୩’ର ସଫଳତା ଲ୍ୟାଣ୍ଡିଂ ପରେ…