Tag: jatni

ନାଳରେ ଭାସୁଛି ଅଜଣା ମୃତ ଦେହ

ବ୍ୟୁରୋ: ଜଟଣୀ ଥାନା ଅଧିନ କିଷ୍ଟ କଲେଜ ନିକଟ ଷଣ୍ଢପୁର ଜଗନ୍ନାଥ ବିହାର ପାଖ ନାଳରେ ଭାସୁଛି ଅଜଣା ମୃତ ଦେହ। ଆଜି ସକାଳୁ ସ୍ଥାନୀୟ ଲୋକେ ନାଳରେ ମୃତ ଦେହ ଭାସୁଥିବାର ଦେଖିଥିଲେ, ପରେ ପୋଲିସକୁ ଖବର ଦେଇଥିଲେ। ମୃତ…

ଉଦଘାଟିତ ହେଲା ଜଟଣୀ ଗଣେଶ ମହୋତ୍ସବ

ବ୍ୟୁରୋ: ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆୟୋଜିତ ୮ମ ଜଟଣୀ ଗଣେଶ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ, ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ…

ଟ୍ରେନ ଆଗକୁ ଡେଇଁ ଯାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ୟୁରୋ: ଖୋର୍ଦ୍ଧାରୋଡ ଷ୍ଟେସନରେ ଏକ ମାଲବାହି ଟ୍ରେନ ଆଗକୁ ଡେଇଁ ଅଳ୍ପକେ ବଞ୍ଚିଲେ ଯାତ୍ରୀ। ଜଟଣୀ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ ଦେଇ ଏକ ମାଲବାହି ଟ୍ରେନ ଯାଉଥିବା ସମୟରେ ଆତ୍ମହତ୍ୟା କରିବା ପାଇଁ ହଟାତ ଜଣେ ଯାତ୍ରୀ…

ପଞ୍ଚମ ମହଲାରୁ ଡେଇଁ ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ଯା

ବ୍ୟୁରୋ: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ଯା। ମୃତା ଛାତ୍ରୀ ଜଣଙ୍କ ହେଲେ କ୍ରୀତିକା ରାଜ। କ୍ରୀତିକା ବି-ଟେକ ୩ୟ ବର୍ଷ ର ଛାତ୍ରୀ ଥିଲେ । ସେ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି। ତେବେ…

ଜଟଣୀ ବିକାଶ ପରିଷଦର ତୃତୀୟ ବାର୍ଷିକ ବୈଠକ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦର ତୃତୀୟ ବାର୍ଷିକ ବୈଠକ ଜଟଣୀ ମା’ ଖଣ୍ଡୁଆଳଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜଟଣୀ ଅଞ୍ଚଳରେ…

ଗେଷ୍ଟ ହାଉସ ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ସିତାରାମ ଛକ ନିକଟ ଏକ ଗେଷ୍ଟ ହାଉସ ରୁ ଜଣେ ଯୁବକଙ୍କ ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ । ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ଓ଼ଲ୍ଡ ଟାଉନ ନାଗେଶ୍ୱର ଟାଙ୍ଗୀର ନାରାୟଣ…

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୨୭ କେଜି ଗଞ୍ଜେଇ ଜବତ

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ୨୭ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧାରୋଡ ଆର.ପି.ଏଫ. । ଦୁଇ ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଦେଓକୁଣ୍ଡ ରାମପୁର…

ମଦନମୋହନ ଦେବଙ୍କ ନୂତନ ପରିଚାଳନା କମିଟି ଗଠନ

ବ୍ୟୁରୋ: ଗଠନ ହେଲା ଜଟଣୀ ପାତ୍ରପଡାସ୍ଥିତ ମଦନ ମୋହନ ଦେବଙ୍କ ନୂତନ ପରିଚାଳନା କମିଟି। ନୂତନ କମିଟିର ସଦସ୍ୟଙ୍କ ପରିଚାଳନାରେ ପ୍ରଭୁ ମଦନମୋହନ ଦେବଙ୍କ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ପରିଚାଳନା କମିଟିର ସଭାପତି ଭାବେ ବାଇଧର ପ୍ରଧାନନଙ୍କୁ ଦାୟିତ୍ୱ…

ଜଟଣୀରେ ମମତାଙ୍କ କୁଶପୁତ୍ତଳିକା ଦାହ

ବ୍ୟୁରୋ: କଲିକତାରେ ଘଟିଥିବା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରି ପ୍ରତିବାଦ କରିଛି ଜଟଣୀ ବିଜେପି । ଜଟଣୀ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ ଓ ଜଟଣୀ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି…

ଜଟଣୀରେ ଗୋ ପୂଜନ ଉତ୍ସବ

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗୋ ସେବା ଶିବିର ତରଫରୁ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକାଳେ ଶିବିରରେ ରହିଥିବା ସମସ୍ତ ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା…