Tag: jatni

ଜଟଣୀ ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ପ୍ରଦର୍ଶନ

ବ୍ୟୁରୋ: ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଜଟଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ନାଗ ଭୂଷଣ ରାୟଙ୍କ ନେତୃତ୍ୱରେ କର୍ମୀମାନେ ଜଟଣୀ ସିତାରାମ ଛକରେ ଦୃଢ଼ ବିରୋଧ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ…

ଓଡ଼ିଶା ଆଇକନିକ ଆୱାର୍ଡ଼ ସମ୍ମାନ ପାଇଲେ ଡାକ୍ତର ରାକେଶ କଲେତ୍

ବ୍ୟୁରୋ: ଡାକ୍ତର ରାକେଶ ଚନ୍ଦ୍ର କଲେତ୍ ‘ଓଡ଼ିଶା ଆଇକୋନିକ’ ଆୱାର୍ଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକ ଜିଲ୍ଲାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଚାରିଟି ୱେଲଫେୟର ଫାଉଣ୍ଡେସନ ପକ୍ଷରୁ ଆୱାର୍ଡ଼ ସେରିମୋନି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଡାକ୍ତର…

ସାହି ଯାତ୍ରା ସାରି ମନ୍ଦିରକୁ ବହୁଡ଼ିଲେ ମା’ଭଗବତୀ

ବ୍ୟୁରୋ: ଜଟଣୀ ହାଟବଜାର ସ୍ଥିତ ଅସ୍ଥାୟୀ ମଣ୍ଡପରେ ଚାଲିଥିବା ମା’ ଭଗବତୀଙ୍କ ବାର୍ଷିକ ସାହି ଯାତ୍ରା ଉତ୍ସବ ଉଦଯାପିତ ହୋଇଯାଇଛି। ଜୁନ ୨୫ତାରିଖ ମଧ୍ୟ ରାତ୍ରୀରେ ମା’ ଭଗବତୀ ଲୋକ କଲୋନୀ ସ୍ଥିତ ନିଜ ପୀଠରୁ ଘଣ୍ଟ ଘଣ୍ଟା, ବାଜା ବାଣ…

ଲାଇବ୍ରେରୀ ଆଟେଣ୍ଡାଣ୍ଟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ମହାବିଦ୍ୟାଳୟର, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଶ୍ରୀମତୀ ପୁଷ୍ପିତା ରାଣୀ ଦାସଙ୍କ, ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ଵରେ…

କୂଅରେ ପଡ଼ି ଦାଦା ପୁତୁରା ମୃତ

ବ୍ୟୁରୋ: ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି…

ବର୍ଷା ପାଣିରେ ବୁଡ଼ିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବ୍ୟୁରୋ: ବର୍ଷା ପାଣିରେ ବୁଡ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ କାର ଚାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଟଣୀ ଅଞ୍ଚଳରେ।ଗୁରୁବାର ଅପରାହ୍ନରେ ମୌସମୀ ବର୍ଷାର ପ୍ରଭାବରେ ଜଟଣୀ ଅଞ୍ଚଳର ଅଧିକାଂଶ ଡ୍ରେନ ରୁ ପାଣି ନିଷ୍କାସନ ହୋଇପାରିନଥିଲା। ଜଟଣୀ ମୁଖ୍ୟ ରାସ୍ତା…

ସତୀଶ ଶର୍ମା ହେଲେ ଏମ୍.ପି. ପ୍ରତିନିଧି

ବ୍ୟୁରୋ: ସତୀଶ କୁମାର ଶର୍ମା ହେଲେ ଭୁବନେଶ୍ୱର ଏମ୍.ପି ଅପରାଜିତା ଷଡ଼ଙ୍ଗୀଙ୍କ ଜଟଣୀ ପୌରାଞ୍ଚଳ ପ୍ରତିନିଧି। ଯୁବ ସମାଜସେବୀ ସତୀଶଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀ ପୋୖରାଞ୍ଚଳ ପ୍ରତିନିଧି ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସତୀଶ ସାଂସଦ ଙ୍କ ପ୍ରତିନିଧି ଥିବାବେଳେ…

ଜଟଣୀରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟୁରୋ: ଜଟଣୀର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତା ରହିଛି। ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର…

ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରି, ରେଳ କର୍ମଚାରୀ ଗିରଫ

ବ୍ୟୁରୋ: ବିବାହ ପ୍ରତିଶୃତି ଦେଇ ପ୍ରତାରଣା ଓ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଟଣୀ ପୋଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ପିର୍ଣ୍ଣଚନ୍ଦ୍ର…

ଉଦ୍‌ଘାଟନକୁ ପୁରିନି ୪ ମାସ, ଜଟଣୀ ଓଭର ବ୍ରିଜ୍‌ ସାଜିଛି ମରଣଜନ୍ତା

ବ୍ୟୁରୋ: ଜଟଣୀ ବାସୀଙ୍କର ଦୀର୍ଘ ଦିନର ଦାବୀ ପରେ ଜଟଣୀ ଫ୍ଲାଇଓଭର ବ୍ରିଜ ନିର୍ମାଣ ହୋଇଛି । କିନ୍ତୁ ଠିକାଦାର ଓ ଅଫିସରଙ୍କ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ଜଟଣୀବାସୀ। ଜଟଣୀର ବହୁ ପ୍ରତିକ୍ଷିତ ଫ୍ଲାଇଓଭର ବ୍ରିଜ୍ ଗତ ୪ ମାସ…