Tag: khordha

ଜଟଣୀ ପ୍ରଗତି ପରିଷଦ ପକ୍ଷରୁ କମ୍ବଳ ବଣ୍ଟନ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ, ଜଟଣୀ ରୋଟାରୀ କ୍ଳବ ନିକଟରେ ଶୀତ ରୁ ରକ୍ଷା ପାଇବା ପାଇଁ, ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ…

କେବେ ସରିବ ଦୁର୍ଗାପୁର କଲ୍ୟାଣ ମଣ୍ଡପ କାର୍ଯ୍ୟ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତରେ ଚାଲିଥିବା କଲ୍ୟାଣ ମଣ୍ଡପ କାମ ଅଧପନ୍ତରିଆ ଭାବେ ଦୀର୍ଘ ଦିନ ହେବ ପଡିରହିଛି । ପୂର୍ବ ବିଜେଡି ସରକାର ସମୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ଦଶବର୍ଷ…

ସୋଚ୍ ର ଦ୍ଵାଦଶ ବାର୍ଷିକ ଉତ୍ସବ

ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ଗୋପୀନାଥ ପୁରରେ ସୋସାଇଟ ଫର୍ ଚିଲ୍ଡରେନ ସୋଚ୍ ଅନୁଷ୍ଠାନର ଦ୍ଵାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ସ୍ବାଇଁ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ…

ଲେଡିଜ୍ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ଭୁବନେଶ୍ବର ଇନଫୋସିଟି ଅଞ୍ଚଳର ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ। ମୃତକ ଯୁବତୀ ହେଉଛନ୍ତି କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ସୋନାଲି। ସୋନାଲି ଭୁବନେଶ୍ୱର ଫାୟାରଷ୍ଟେସନ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଆଜି ହଷ୍ଟେଲରୁ…

ପୂଜ୍ୟପୂଜା ପରମ୍ପରା ଦ୍ବାରା ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ

ବ୍ୟୁରୋ: ଆମ ଦେଶ ଜାତି ଓ ମାତୃଭାଷାର ସ୍ବାଭିମାନ ବଜାୟ ରଖୁବା ପାଇଁ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଆଦର୍ଶ ଓ କାର୍ଯ୍ୟାବଳୀକୁ ସ୍ମରଣକରିବା ପାଇଁ ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖୁବା ଜରୁରୀ । ପୂଜ୍ୟପୂଜା ପରମ୍ପରା…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ , ୩ ଗିରଫ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ଛକ ନିକଟରୁ ଗଞ୍ଜେଇ ପାର୍ସଲ ଗ୍ୟାଙ୍ଗ କୁ ଧରିଲା ବାଲୁଗାଁ ଅବକାରୀ ଟିମ୍ । ଗଞ୍ଜେଇ ଭର୍ତ୍ତି ବସ୍ତା ଚାଲାଣ ବେଳେ ଗୋଡାଇ ଗୋଡାଇ ମାଡି ବସିଲା ବାଲୁଗାଁ ଅବକାରୀ ବିଭାଗ । ସେମାନଙ୍କ…

ତୃତୀୟ ବାର୍ଷିକ ଉତ୍ସବ ସ୍ପନ୍ଦନ ପାଳିତ

ବ୍ୟୁରୋ: ଜଟଣୀ ଷଣ୍ଢପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ସ୍ପନ୍ଦନ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେଭି, ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ ଚକ୍ରଧର ପୃଷ୍ଟି ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅଦୈତ ବଳିଆରସିଂହ ପ୍ରମୁଖ…

ବନ ସୁରକ୍ଷା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ: ବନ ସୁରକ୍ଷା କର୍ମଚାରୀଙ୍କୁ କାଠ ଫାଳିଆରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଆହତ ବନ ସୁରକ୍ଷା କର୍ମଚାରୀ ହେଉଛନ୍ତି ଭବାନୀ ପ୍ରସାଦ ପଟ୍ଟନାୟକ। ଭବାନୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ହୋଇଛି । ସୂଚନା ମୁତାବକ ବନ ସୁରକ୍ଷା…

ଭୂମିକମ୍ପରେ ଥରିଲା ଘର

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆଜି ମୃଦୁ ଭୂମିକମ୍ପ ହେବାର ଅନୁଭବ କରିଛନ୍ତି ଲୋକେ। ଅପରାହ୍ନ ୪ଟା ୫୪ ସମୟରେ କିଛି ସେକେଣ୍ଡ ପାଇଁ ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୂକମ୍ପର ଝଟ୍‌କା କୁ ଅନୁଭଵ କରିଥିଲେ।…

ବଜରଙ୍ଗ ଦଳ ଟାଙ୍ଗୀ ପ୍ରଖଣ୍ଡ ପକ୍ଷରୁ ସୌର୍ଯ୍ୟ ଦିବସ ପାଳନ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ବଜରଙ୍ଗ ଦଳ ଟାଙ୍ଗୀ ଶାଖା ପକ୍ଷରୁ ସୌର୍ଯ୍ୟ ଦିବସ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ସଦସ୍ୟମାନେ ବିରାଟ ମଶାଲ ଶୋଭାଯାତ୍ରାରେ ଟାଙ୍ଗୀ ନଗର ପରିକ୍ରମା କରିଥିଲେ । ୧୯୯୨ ମସିହା ଗୀତା ଜୟନ୍ତୀ…