Tag: khordha

ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ଗଞ୍ଜେଇ ଜବତ, ମହିଳା ଗିରଫ

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ଜଣେ ମହିଳାଙ୍କ ଠାରୁ ଖୋର୍ଦ୍ଧାରୋଡ ଆରପିଏଫ ୧୮ କିଲୋ ୯୩୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିବା ସହ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଯାଜପୁର ଥାନା ଅଧିନ ଜରି…

ପୂର୍ବ କ୍ଷେତ୍ରୀୟ ବିଜ୍ଞାନ ମେଳା

ବ୍ୟୁରୋ: ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ଆନୁକୂଲ୍ୟରେ ୨୧ ଓ ୨୨ ଦୁଇ ଦିନ ଧରି କ୍ଷେତ୍ରୀୟ ବିଜ୍ଞାନ ମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଟଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ଜଟଣୀ ତହସିଲର ତହସିଲଦାର ଶ୍ରୀମତୀ ପ୍ରୀତିପୂର୍ଣା ମିଶ୍ର…

ଟୁଙ୍ଗୁରୁ ଭୋଳ ଗିରଫ

ବ୍ୟୁରୋ: ଗ୍ୟାରେଜରେ ପଶି ଚୋରି କରିବା ପରେ ଧରା ପଡିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ । ସୂଚନା ମୁତାବକ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ଗତ ତା ୧୧.୦୪.୨୦୨୪ ରିଖ ମଧ୍ୟାନ ସମୟରେ…

ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପବର୍ତ୍ତକ ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଚେୟାରମ୍ୟାନ…

ଚୋରି ଜିନିଷ ଜବତ, ଜଣେ କୋର୍ଟ ଚାଲାଣ

ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ…

ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ସ୍ମାର୍ଟ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର୍, ୩ଛାତ୍ରୀ ଜଣେ ଶିକ୍ଷକ ଆହତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅଧିନ ଧଳାପଥର କଳାପଥର ବାଳିକା ଉଚ୍ଚବିଦ୍ୟାଳୟରେ, ଛାତରୁ ପ୍ଲାଷ୍ଟର୍ ଖସି ୩ ଜଣ ଛାତ୍ରୀଙ୍କ ସହ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସୂଚନା ମୁତାବକ ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବ୍ୟୁରୋ: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଭିଯୋଗ ପ୍ରକଷ୍ଠୋରେ ଘଟିଛି ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଥିବା ଅଭିଯୋଗ ପ୍ରକଷ୍ଠୋରେ କର୍ମଚାରୀମାନେ ବସି କାର୍ଯ୍ୟ କରୁଥିବା ସମୟରେ, କାର୍ଯ୍ୟାଳୟରେ ଲାଗିଥିବା ଇନଭିର୍ଟର ବ୍ୟାଟେରୀ ଫାଟି…

ବିପୁଳ ଗଞ୍ଜେଇ ଜବତ, ବିଲରେ କାର୍ ଛାଡି ମାଫିଆ ଫେରାର

ବ୍ୟୁରୋ : ଫୁଲବାଣୀରୁ ଭୁବନେଶ୍ୱର ଏକ କାର୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ, କମିଶନରେଟ ପୋଲିସର କ୍ରାଇମ୍ ବିଭାଗ ଚଢ଼ାଉ କରି ଜବତ କଲା ବିପୁଳ ଗଞ୍ଜେଇ, ମାଫିଆ ଫେରାର । ସୂଚନା ମୁତାବକ ଫୁଲବାଣୀରୁ…

ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ୟୁରୋ: ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜଟଣୀ ରୋଟାରୀ କ୍ଳବ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ନୀଳଶୈଳ ସଂଗଠନ ମିଳିତ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର…