Advertisement

ବ୍ୟୁରୋ:  ସତୀଶ କୁମାର ଶର୍ମା ହେଲେ ଭୁବନେଶ୍ୱର ଏମ୍.ପି ଅପରାଜିତା ଷଡ଼ଙ୍ଗୀଙ୍କ ଜଟଣୀ ପୌରାଞ୍ଚଳ ପ୍ରତିନିଧି। ଯୁବ ସମାଜସେବୀ ସତୀଶଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀ ପୋୖରାଞ୍ଚଳ ପ୍ରତିନିଧି ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସତୀଶ ସାଂସଦ ଙ୍କ ପ୍ରତିନିଧି ଥିବାବେଳେ ସାଙ୍ଗଠନିକ କାର୍ଯ୍ୟ କରିବା ସହିତ ଲୋକଙ୍କ ବିଭିନ୍ନର ସମସ୍ୟାର ସମାଧନ କରି ଚର୍ଚ୍ଚାରେ ରହିଥିଲେ। ସତୀଶଙ୍କୁ ବିଜେପି ନେତା ବିଶ୍ୱରଞ୍ଜନ ଜେନା ସାଂସଦ ପ୍ରତିନିଧି ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *