ଜଟଣୀ ବିକାଶ ପରିଷଦ ପକ୍ଷରୁ ମହମବତୀ ଶୋଭାଯାତ୍ରା
ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ…
ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ…
ଖୋର୍ଦ୍ଧା: ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥନିବାସରେ ନିର୍ମାଣ ହୋଇଥିଲା ଚିଲଡ୍ରେନ ପାର୍କ। ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ । କିନ୍ତୁ ଦୁଃଖର ବିଷୟ କର୍ମଚାରୀଙ୍କ ଅବହେଳା ପାଇଁ ଏହି ପାର୍କ ଏବେ ପର୍ଯ୍ୟଟକଙ୍କ ପାଇଁ…
ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି…
ଖୋର୍ଦ୍ଧା: ଜଟଣୀ ବ୍ଲକ ଅଧିନ ପାଣିଅରା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଚନ୍ଦକା ରୁ ପାଣିଅରା ଆଡକୁ ଆସୁଥିବା ଏକ କାର, ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ…
ଖୋର୍ଦ୍ଧା: ପିର ବାବା ହାଜରତ ଦୁଡ଼ଦିସା ଆଲା ରାମହେମତଉଲାହୀ ବକରାତୁହୁଙ୍କ 39 ତମ ଉର୍ଷ ଉତ୍ସବ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଏହି ଉତ୍ସବ ବେଶ ଆନନ୍ଦ ଉଲ୍ଲାସ ସହ ପାଳିତ କରାଯାଇଥାଏ। ପିର ବାବାଙ୍କ କାଦିମଦାର ସେକ ନିୟାଜଙ୍କ ପ୍ରଚେଷ୍ଟାରେ…
ଜଟଣୀ : ଜଟଣୀ ଥାନା ଅଧିନ ବଡ଼ତୋଟା ଅଞ୍ଚଳରେ ପୋଲିସ ଚଢ଼ାଉ କରି, ଦୁଇଜଣ ପେଶାଦାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଜଟଣୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ବିଶେଷସୂତ୍ରରୁ ଖବର ପାଇ, ବଡତୋଟା ଅଞ୍ଚଳରେ…
ଜଟଣୀ: ମୋଦି ସରକାରଙ୍କ ନଅ ବର୍ଷ ଶାସନର ସୁଫଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟକୁ ନେଇ, ମହା ଜନ ସମ୍ପର୍କ ଅଭିଯାନରେ ଲୋକମାନଙ୍କୁ ପାଖକୁ ଯିବେ ବିଜେପି କର୍ମକର୍ତ୍ତା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ, ଆଜି ବିଜେପି…
ଜଟଣୀ: ତମ୍ବାଖୁର ଭୟାବହତାକୁ ନେଇ ଜଟଣୀ ବାସୀଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ରେତଙ୍ଗ କଲୋନୀ ଅଞ୍ଚଳରେ ଥିବା ଆର୍ ଏସ୍ ଟ୍ୟୁଟୋରିଆଲ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସନ୍ତୋଷ…
ଜଟଣୀ: ଦୋକାନରେ ବସି ଗହଣା ତିଆରି କରୁଥିବା ସମୟରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତିଲେ କାରିଗର। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ଥାନା ଛକରେ ଥିବା ବିଶ୍ୱନାଥ ଜୁଏଲାରୀ ଆଣ୍ଡ ୱାର୍କସପ୍ ର କାରିଗର ଦୋକାନ…
ଜଟଣୀ: ୪୦ଫୁଟ କୂଅରୁ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଜଟଣୀ ଥାନା ଅଧିନ କନ୍ତିଆ ଗ୍ରାମର ବିଶାଖା ବଡ଼ଜେନା, ବୟସ 72ବର୍ଷ। ଆଜି ସକାଳେ7.15. କୁଅରୁ ପାଣି କାଢୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯିବାରୁ…