ଚିତାଲାଗି ଅମାବାସ୍ୟାରେ, ଶ୍ରୀଜିଉଙ୍କୁ ଲାଗିହେଲା ଚିତା।
ବ୍ୟୁରୋ: ଶ୍ରୀବଣ ମାସ ଅମାବାସ୍ୟା ତିଥିରେ ପଡେ ଚିତାଲାଗି ଅମାବାସ୍ୟା। ଏହି ଦିନ ମହାପ୍ରଭୁ ଲଲାଟରେ ଚିତା ଲାଗି ହୋଇଥାନ୍ତି। ଏହା ଶ୍ରୀମନ୍ଦିରର ଏକ ବଡ଼ ପର୍ବ ଅଟେ। ଦେଉଳରେ ସ୍ବତନ୍ତ୍ର ନୀତିକାନ୍ତି ସରିବା ପରେ ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତା…