Advertisement

ବ୍ୟୁରୋ: ଖୋର୍ଦ୍ଧା ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା। ପଶ୍ଚିମବଙ୍ଗର ନିଶା ମାଫିଆକୁ ଖୋର୍ଦ୍ଧା ପୋଲିସ କଲା କବଜା। ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁରୁଜଙ୍ଗ ହଳଦିଆ ରାସ୍ତାରୁ ଦୁଇ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ଆଉ ସେମାନଙ୍କ ଠାରୁ  ୩୧୦ଗ୍ରାମର ଧଳା ଜହର ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗିରଫ ବ୍ୟକ୍ତି ହେଲେ ପିପିଲି ଦାନୋଗହିରର  ମହମ୍ମଦ ରହିମ ଓ ପଶ୍ଚିମବଙ୍ଗର ଆସିଫ ଖାଁ। ଦୀର୍ଘ ଆଠ ମାସରେ ଖୋର୍ଦ୍ଧା ଅଞ୍ଚଳରୁ ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗର୍ ଜବତ ହୋଇଥିବା ଜଣା ପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *