Advertisement

ଖୋର୍ଦ୍ଧା: ସାହିତ୍ୟ ସିନ୍ଦୁରାର ଜନ୍ମୋତ୍ସଵ ବିଧାରପୁରର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି।  ପ୍ରତିବର୍ଷ ପରି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ପବିତ୍ରସ୍ନାନ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତର ଜନ୍ମୋତ୍ସଵ ପାଳନ କରାଯାଏ। 

ଅନୁଷ୍ଠାନର ଆବାହକ ଶିକ୍ଷାବିତ୍ ଗୋଲକ ପରିଡ଼ାଙ୍କ ସହଯୋଗରେ ଏହି ଉତ୍ସବ ପାଳନ ହୋଇଥିଲା। ତାମିଲନାଡୁ ସରକାରଙ୍କ ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟବନ ସଂରକ୍ଷକ ଆଶୁତୋଷ ସାମନ୍ତସିଂହାର, ଡଃ ନୃସିଂହ ପ୍ରଧାନ, ଆଇନଜୀବି ରବି ମାନସିଂ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ମୁରଲୀଧର ସାମନ୍ତସିଂହାର, ରାଜେନ୍ଦ୍ର ପ୍ରସାଦ ରଥ, ଭିକାରୀଚରଣ ପ୍ରଧାନ, ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *