Tag: jatni

ଶ୍ରୀ ଗୁରୁକୂଳ ଆଶ୍ରମ ଗୋଲକ ଧାମ ମଠରେ ସପ୍ତଦଶ ବାର୍ଷିକ ମହୋତ୍ସବ

ବ୍ୟୁରୋ: ଜଟଣୀ ପୌର ପରିଷଦ ୮ନମ୍ବର ୱାର୍ଡ ଅଧିନ ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ଶ୍ରୀ ଗୁରୁକୂଳ ଆଶ୍ରମ,ଗୋଲକ ଧାମ ମଠର ସପ୍ତଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ଗୋଲକ ଧାମ ମଠର ମହନ୍ତ କିଶନ ଦାସଜୀ ମହାରାଜଙ୍କ ତତ୍ୱବଧାନରେ ଗତ…

ଯୁବକ ମାନେ ହେଉଛନ୍ତି ଦେଶର ଭବିଷ୍ୟତ

ବ୍ୟୁରୋ: ସାମାଜିକ ଅନୁଷ୍ଠାନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ରେଲୱେ ଇନଷ୍ଟିଚ୍ୟୁଟରେ ଯୁବ ଉତ୍ସବ -୨୦୨୪ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏସ. ଏଚ. ବାଜୱା…

ଲୋକାର୍ପିତ ହେଲା ‘ମସଜିଦ-ଏ-ନୁର’

ବ୍ୟୁରୋ: ଜଟଣୀ ବାଛରା ପାଟଣାରେ ମସଜିଦ-ଏ-ନୁର ଲୋକାର୍ପିତ ହୋଇଯାଇଛି। ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ ମାସ। ଏନେଇ ଜଟଣୀ ସହରରେ ରହୁଥିବା ସମସ୍ତ ମୁସଲମାନ ମାନଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଆଜିର…

ଜଟଣୀରେ ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ବଜାରସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଭାରତବର୍ଷର ଅନ୍ୟତମ ବରପୁତ୍ର ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା…

ଗୋଷ୍ଠୀ ବିବାଦକୁ ନେଇ ବୋମାମାଡ, ଦୁଇ ଆହତ

ବ୍ୟୁରୋ : ଜଟଣୀ ଥାନା ଅଧିନ ବେଣାପଞ୍ଜୁରୀ ଗ୍ରାମ, ଟାଙ୍ଗି ସାହିରେ ଗୋଷ୍ଠୀ ବିବାଦକୁ ନେଇ ଏକାଧିକ ବୋମାମାଡ ହୋଇଛି। ଏହି ବୋମାମାଡରେ ଦୁଇଜଣ ଆହତ ହୋଇ ଜଟଣୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ପାଠ ପଢା ସହ ଚରିତ୍ର ଗଠନ ପ୍ରତି ଧ୍ୟାନ ଦେଉଛି ଆଶା ପ୍ଲେ ସ୍କୁଲ

ବ୍ୟୁରୋ: ଜଟଣୀର ପ୍ରଥମ ପ୍ଲେ ସ୍କୁଲ “ଆଶା ପ୍ଲେ ସ୍କୁଲ”ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃଷ୍ଣ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଡ୍ରାଇଭର

ବ୍ୟୁରୋ: ବୁଧବାର ବିଳମ୍ବିତ ରାତିରେ ଜଟଣୀ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଜଣେ ଯୁବକ ଟ୍ରେନ ଆଗକୁ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା, କୋଡୀଙ୍ଗା ଥାନା ଅଞ୍ଚଳର ନରେଶ ଭତରା (୨୫)। ସୂଚନା ଅନୁଯାୟୀ ନରେଶ ଖୋର୍ଦ୍ଧା ଅଞ୍ଚଳର…

ମଧ୍ୟହ୍ନ ଭୋଜନରେ ତେନ୍ତୁଳିଆ ବିଛା

ବ୍ୟୁରୋ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରୀଛାତ୍ରଙ୍କୁ ପୁଷ୍ଟକର ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରିଥିବା ବେଳେ, ପ୍ରଶାସନିକ ଅବହେଳା ପାଇଁ ସରକାରଙ୍କ ଯୋଜନା ସଠିକ ଭାବେ ରୂପାୟନ ହୋଇପାରୁନଥିବା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ…

ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନଂ୮, ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଗତ ୧୬ ତାରିଖ ଠାରୁ ଅଙ୍କୋରରୋପଣ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା। ପ୍ରତିଦିନ ସୂର୍ଯ୍ୟ…

ଧାରୁଆ ଅସ୍ତ୍ରରେ ଯୁବକଙ୍କ ହାତକୁ କାଟି ହତ୍ୟା ଅଭିଯୋଗ

ବ୍ୟୁରୋ: ଜଟଣୀ ବୁଢାପଡା ଗ୍ରାମର ଜଣେ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ କାଟି, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଜଟଣୀ ଥାନାରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବୁଢାପଡା ଗ୍ରାମର ରତ୍ନାକର ଭୋଇ। ସୂଚନା ଅନୁଯାଇ ସୋମବାର ରାତି ୯ଟା…