ଜଟଣୀ ରେ ଦୁର୍ଗା ମାତା ଏବଂ ଶିବ ପରିବାର ମନ୍ଦିର ପ୍ରତିଷ୍ଠା
ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ନବନିର୍ମିତ ଦୁର୍ଗା ମନ୍ଦିର ଏବଂ ଶିବ ପରିବାର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଭକ୍ତ ମାତା ରାଣୀ ଏବଂ ଶିବ ପରିବାରର ଦର୍ଶନ କରି ମାଆ…
ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ନବନିର୍ମିତ ଦୁର୍ଗା ମନ୍ଦିର ଏବଂ ଶିବ ପରିବାର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଭକ୍ତ ମାତା ରାଣୀ ଏବଂ ଶିବ ପରିବାରର ଦର୍ଶନ କରି ମାଆ…
ଜଟଣୀ, ୧୮/୧୧: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଦୁଇ ଜଣ ମହିଳା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧାରୋଡ୍ ଜିଆରପି। ଦୁଇ ମହିଳା ଗଞ୍ଜେଇ ବେପାରୀ ହେଲେ ଉତ୍ତରପ୍ରଦେଶ ଲକ୍ଷ୍ନୋ ଜିଲ୍ଲା ତଲକୋଟରା ଥାନା ଅଞ୍ଚଳର ସୁମନ (୩୧) ଓ…
ଜଟଣୀ,୧୭/୧୧: ଡିସେମ୍ବର ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୨୩ତମ ଜଟଣୀ ପୁସ୍ତକ ମେଳା। ସେଥିପାଇଁ ରବିବାର ସନ୍ଧ୍ୟାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଜବାହର ଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ…
ଜଟଣୀ,୯/୧୧: ୨୦୨୫-୨୬ ମସିହା ପାଇଁ ଜଟଣୀ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ପାଇଁ ସର୍ବସମ୍ମତି କ୍ରମେ ବରିଷ୍ଠ…
ବ୍ୟୁରୋ,୪/୧୧: ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ…
ଜଟଣୀ,୩୧/୧୦: ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ମହାସମାରୋହରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥିଲା। ସକାଳୁ ମହିଳା ମାନେ ଗୋଶାଳା ରେ ଥିବା ଗୋ ମାତା ମାନଙ୍କୁ ସିନ୍ଦୁର, ଚନ୍ଦନ, ଫୁଲ, ନୂତନ ବସ୍ତ୍ର ଦେଇ ପୂଜା କରିବା ପରେ ୫୬…
ଜଟଣୀ, ୨୩/୧୦: ପ୍ରତିବର୍ଷ ପରି ଚଳିତ ବର୍ଷ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ମନ୍ଦିର ଏବଂ ହାଟବଜାରର ରଘୁନାଥଜୀ ମନ୍ଦିରରେ ଅନ୍ନକୁଟ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଦୀର୍ଘ ୯୫ ବର୍ଷ ଧରି ଜଟଣୀ ଗୋପୀନାଥ ମନ୍ଦିରରେ ଏହି ଉତ୍ସବ…
ଜଟଣୀ, ୨୦/୧୦: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଦ୍ୟାଳୟରେ ୧୯୯୫ ମସିହା ଠାରୁ ୨୦୨୫ ଶିକ୍ଷା ବର୍ଷ ଶିକ୍ଷା ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ…
ଜଟଣୀ, ୧୯/୧୦ : ଜଟଣୀ ବ୍ଲକ ଅଧିନ ବଡ଼ତୋଟା ଗ୍ରାମର ଶ୍ରୀ ଶ୍ରୀ ମୁକ୍ତେଶ୍ୱର ଦେବଙ୍କ ପୀଠରେ ଶନିବାର କ୍ଷୀରସାଇ ମହାରୁଦ୍ରାଭିଷେକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମହାରୁଦ୍ରାଭିଷେକ ପୂଜା ଆରମ୍ଭ ହୋଇଥିଲା। ଏହି ଅବସରରେ ଭଜନ ପରିବେଷଣ କରାଯାଇଥିଲା।…
ଜଟଣୀ, ୧୦/୧୦: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସ କିପରି ଲୋକମାନଙ୍କ ସେବା କରୁଥିଲେ…