Tag: jatni

ମୋ ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପଧାନସାହି ଛକରେ ଆଜି ମୋ ବସ୍ ସହ ବାଇକ ଚଳକଙ୍କର ହୋଇଛି ମୁହାଁମୁହିଁ ଧକ୍କା। ଆଉ ଘଟଣା ସ୍ଥଳରେ ଚାଲିଯାଇଛି ବାଇକ ଚାଳକଙ୍କ ଜୀବନ । ସୂଚନା ଅନୁସାରେ ଅପରାହ୍ନ ସମୟରେ ମୋ ବସ୍ ଚାଳକ…

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ବ୍ୟୁରୋ: 77ତମ ସ୍ୱାଧୀନତା ଦିବସ ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ, ମଦନପୁର ରାମମନ୍ଦିର କମିଟି ତରଫରୁ ଜୀବନ ଜ୍ୟୋତି ଆଶ୍ରମରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। କମିଟିର ମୁଖ୍ୟ ଜ୍ଞାନରଞ୍ଜନ ମାନସିଂ ଆଶ୍ରମରେ ପହଞ୍ଚି ପିଲାମାନଙ୍କ ସହ…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ବ୍ୟୁରୋ: ଜଟଣୀ ଥାନା ଅଧିନ କୁସୁମାଟି ଅଞ୍ଚଳର ୧୭ବର୍ଷୀୟ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣଙ୍କ ହେଲେ ହରିରାଜପୁର ଅଞ୍ଚଳର ଜୀବନ ବିଶ୍ବାଳ ଓରଫ କାହ୍ନା (୨୦)।…

ଜଟଣୀ ୟୁଥ ଫେଡେରେସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନର ସମସ୍ତ କର୍ମକର୍ତ୍ତାମାନେ ଜଟଣୀ ଥାନା ଛକ ଗଣେଶ ପେଣ୍ଡାଲ ଠାରେ ଏକାଠି ହୋଇ 77ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ମୁଖ୍ୟ…

ପ୍ରଥମ ବାର୍ଷିକ ଉତ୍ସବ ପାଳିଲା, ଜଟଣୀ ବିକାଶ ପରିଷଦ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଛି। ଗତ ୨୦୨୨ ମସିହା ଅଗଷ୍ଟ ୧୫ତାରିଖ ଦିନ ଜଟଣୀବାସୀଙ୍କ ସମସ୍ୟା ବିରୋଧୀରେ ଲଢେଇ କରିବା ପାଇଁ ଜନ୍ମ ନେଇଥିଲା ଜଟଣୀ ବିକାଶ…

ଜଟଣୀ ପ୍ରେସ୍ କ୍ଲବରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବ୍ୟୁରୋ: ଜଟଣୀ ପ୍ରେସ୍ କ୍ଲବ କାର୍ଯ୍ୟାଳୟ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ମହା ଆନନ୍ଦରେ ପାଳିତ ହୋଇଯାଇଛି l ଏହି ପବିତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ, ନୋଟରୀ ପବ୍ଲିକ, ସମାଜସେବୀ ତଥା ବରିଷ୍ଠ ନାଗରିକ ସେବାସଙ୍ଘର ସଭାପତି ଅବନୀ କୁମାର…

ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟରର ଉଦଘାଟନ କଲେ ରେଳମନ୍ତ୍ରୀ

ବ୍ୟୁରୋ : ଆଜି ଜଟଣୀ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ କାର୍ଯ୍ୟାଳୟରେ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟର (ଟିଏମସି) ବିଲଡିଙ୍ଗର, ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ପରିସୀମା ମଧ୍ୟରେ…

ଆରମ୍ଭ ହେଲା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର, ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍

ବ୍ୟୁରୋ : ରାଜଧାନୀ ଏକ୍ସପ୍ରେସ ତେଜସ୍ କୋଚର ମଜା ନେବେ ଯାତ୍ରୀ। ଉନ୍ନତ, ଆଧୁନିକ ଓ ଆରାମଦାୟକ ହେବ ଯାତ୍ରା। ଆଜି ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆରମ୍ଭ ହୋଇଛି ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ । କେନ୍ଦ୍ର ଶିକ୍ଷା ଓ…

ଜଟଣୀ ଲୟାର୍ସ ଆସୋସିଏସନ୍ ପକ୍ଷରୁ ବୃକ୍ଷରୋପଣ

ବ୍ୟୁରୋ: ଜଟଣୀ ଲୟାର୍ସ ଆସୋସିଏସନ୍ ପକ୍ଷରୁ ଜଟଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ, ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଲଗାଯାଇଛି। ଆସୋସିଏସନର କର୍ମକର୍ତ୍ତା, ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ହରିଡା, ବାହାଡ଼ା, ସାହାଡ଼ା, ଅଁଳା, ଲିମ୍ବ, ବାଦାମ,ବଉଳ, ଶିଶୁ…

ଜଟଣୀରେ ସୁର ଭାଇଙ୍କ ୮୦ତମ ଜନ୍ମଦିନ ପାଳନ

ବ୍ୟୁରୋ: ଜଟଣୀ ନାଗରିକ କମିଟି ତରଫରୁ ଆଜି ସନ୍ଧ୍ୟାରେ ଜଟଣୀ ଅଗ୍ରୱାଲା ଧର୍ମଶାଳା ପରିସରରେ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି…