ଜଟଣୀରେ ଗୋ ପୂଜନ ଉତ୍ସବ
ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗୋ ସେବା ଶିବିର ତରଫରୁ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକାଳେ ଶିବିରରେ ରହିଥିବା ସମସ୍ତ ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା…
ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗୋ ସେବା ଶିବିର ତରଫରୁ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକାଳେ ଶିବିରରେ ରହିଥିବା ସମସ୍ତ ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା…
ବ୍ୟୁରୋ: ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ମହତାବ ନଗର ସ୍ଥିତ ଶିଶୁ ଶିକ୍ଷାସଦନ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ…
ବ୍ୟୁରୋ: ଓଡ଼ିଶାର ପ୍ରତିଷ୍ଠିତ କଳା, ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର ” ପୋଖରୀପୁଟ ଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ 78ତମ ସାଧିନତା ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା…
ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଯାଁଳା ଗ୍ରାମର ଶ୍ରୀ ଶ୍ରୀ ରାଧାମାଧବ ଦେବଙ୍କ ଝୁଲଣ ଯାତ୍ରା ମହାସମାରୋହରେ ପାଳିତ ହେଉଅଛି । ଏହି ଝୁଲଣ ଯାତ୍ରା ଶ୍ରାବଣ ମାଷ ଶୁକ୍ଲ ପକ୍ଷ ଅଷ୍ଟମୀ ଠାରୁ ଆରମ୍ଭ ହୋଇ ରକ୍ଷାବନ୍ଧନ ବା ବଳଭଦ୍ର ଜନ୍ମ…
ବ୍ୟୁରୋ: ଦିନକୁ ଦିନ ରାଜସୁନାଖଳା ଅଞ୍ଚଳରେ ଚୋରା ମାଙ୍କଡା ପଥର ଚାଲାଣ ବଢ଼ିବାରେ ଲାଗିଥିବା ବେଳେ, ରାଜସୁନାଖଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଡୁରିଆ ଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଧରିଥିଲା। ପୋଲିସ ଗାଡିକୁ ଦେଖି ଗାଡି ଡ୍ରାଇଭର ଓ ହେଲ୍ପର…
ବ୍ୟୁରୋ: ପୂଜକଙ୍କୁ ପାଉଣା ନ ମିଳିବାରୁ ଆଜି ପର୍ଯ୍ୟନ୍ତ ରଥରେ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା । ପୂଜକଙ୍କ ପାଉଣା ପାଇଁ ରଥ ଉପରୁ ମନ୍ଦିରକୁ ପ୍ରବେଶ କରି ନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ଖରା ବର୍ଷାରେ…
ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଗ୍ୟାସ ବୋଝେଇ ଟ୍ରକ ଧକ୍କାରେ ହୋଇଛି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ସାର୍ଥକ ସୁତାର । ତାଙ୍କ ଘର କେଉଁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ।…
ବ୍ୟୁରୋ: ଧରା ପଡ଼ିଲା ପୋଲିସ ବାବୁଙ୍କ ପ୍ରେମ କାହାଣୀ। ଲୁଚି ଲୁଚି ପ୍ରେମ ଚାଲିଥିବା ବେଳେ ଧରିଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ। ଧରା ପଡ଼ିଥିବା ବ୍ୟକ୍ତି ଜଣକ ବୋଲଗଡ଼ ଥାନା…
ବ୍ୟୁରୋ: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଉଦ୍ଘାଟନ କରିଥିଲେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପଣ୍ଡା । ଶିଶୁମାନେ ମନରେ ବୈଜ୍ଞାନିକ ହେବା…
ବ୍ୟୁରୋ: ବନ୍ଧୁତା ଦିବସରେ ଏକାଠି ହେଲେ ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧିନ ହରିପୁର ଜନତା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୩ ମସିହା ବ୍ୟାଚର ସହପାଠୀମାନେ। ସମସ୍ତ ବନ୍ଧୁ ମାନେ ମିଶି ଐତିହାସିକ ଅରାଗଡ଼ ପାହାଡରେ ରହିଥିବା ବୌଦ୍ଧ ଧର୍ମର ପୁରାତନ କୀର୍ତିରାଜ…