ବାବା ବୋଖାରୀଙ୍କ ଉର୍ସ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଅଧିନ କାଇପଦର ସ୍ଥିତ ବାବା ବୋଖାରୀଙ୍କ ଉର୍ସ ଉତ୍ସବ ମହାସମାରୋହରେ ପାଳନ ହେଉଛି। ଏହି ଉତ୍ସବରେ ଯୋଗଦେବାପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏହି ଉତ୍ସବ ଦୁଇ ଦିନ ପାଳିତ ହୋଇଥାଏ। ବାବାଙ୍କୁ ଦର୍ଶନ କଲେ…
