Tag: khordha

ଆଶା ପ୍ଲେ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁରସ୍ଥିତ ସ୍ଥିତ ଆଶା ପ୍ଲେ ସ୍କୁଲ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବରିଷ୍ଠ ଡାକ୍ତର କୃଷ୍ଣ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନିରଞ୍ଜନ ବେହେରା, ଅନ୍ୟତମ…

ସ୍ବେଚ୍ଛାସେବୀ ସଂଗଠନ ସୋଚ୍ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ସ୍ଥିତ ସୋସାଇଟି ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ। ଗଣତନ୍ତ୍ର ଦିବସର ଗୁରୁତ୍ଵ ଓ ମହତ୍ତ୍ଵ ବିଷୟରେ…

ରାଜଯୋଗ ଏବଂ ଈଶ୍ବରୀୟ ଜ୍ଞାନ ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରିବ

ବ୍ୟୁରୋ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ଜଟଣୀ ସ୍ଥିତ ବଡ଼ ବଜାର ସେବା କେନ୍ଦ୍ରରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଯୁଗରେ ବିପରୀତ ପରିସ୍ଥିତିର କିପରି ସାମ୍ନା କରିପାରିବା ଏହା ଉପରେ ଲଣ୍ଡନରୁ ଆସିଥିବା ବ୍ରହ୍ମକୁମାରୀ ଗୋପୀ ଦିଦି…

ଜଟଣୀରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁରସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ କରାଯାଇଛି। ଅନୁଷ୍ଠାନର…

ବ୍ୟବହାର ପରିବର୍ତ୍ତନ ଶିବିର ଉଦଯାପିତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ସ୍ଥିତ ଶୋସାଇଟ ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ପକ୍ଷରୁ ବ୍ୟବହାର ପରିବର୍ତ୍ତନ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ନିଶା ଦ୍ଵାରା ପ୍ରଭାବିତ ଶିଶୁ ମାନଙ୍କର ବ୍ୟବହାର ପରିବର୍ତ୍ତନ ପାଇଁ, ଦୀର୍ଘ ଏକ ମାସ ଧରି…

ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍  ଗଣନା

ବ୍ୟୁରୋ: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା , କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା…

ଆଖି ବୁଜିଲା ଶିଶୁ ଧଳା ମହାବଳ

ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଧଳା ଶିଶୁ ମହାବଳ ବାଘର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାଘଟିକୁ ତିନି ମାସ ହୋଇଥିବା ସୂଚନା ମିଳିଛି । ବଂଶ ଗତ ସମସ୍ୟା ରୋଗରେ ପୀଡିତ ହୋଇ ବାଘଟି ଗତ…

ପିକଅପ ଭ୍ୟାନରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ବ୍ୟୁରୋ: ପିକଅପ ଭ୍ୟାନରେ ଗଞ୍ଜେଇ ହେଉଥିଲା ଚୋରା ଚାଲାଣ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେବଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି ଗାଡି ସହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ପୋଲିସ…

୧୯୯୬ ମସିହା ବ୍ୟାଚର ୩ୟ ବନ୍ଧୁମିଳନ

ବ୍ୟୁରୋ : ଜନତା ଉଚ୍ଚ ବିଦ୍ୟାଳୟର ୧୯୯୬ ବ୍ୟାଚ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରବିବାର ଗଡ଼ମାଣୀତ୍ରୀ ସ୍ଥିତ ମା, ରାମଚଣ୍ଡୀଙ୍କ ପିଠରେ, ପିତବାସ ସାହୁ ଓ ପ୍ରଭାକର ସାମନ୍ତରାୟଙ୍କ ତତ୍ୱବୋଧନରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର…

ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କାର ଜବତ

ବ୍ୟୁରୋ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭରବ୍ରିଜ ନିକଟରୁ,ଶିଳ୍ପାଞ୍ଚଳ ପୋଲିସ ଓ ଅବକାରି ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କାର ଜବତ କରିଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଥିବା…