ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ବ୍ୟୁରୋ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ, ବୋତଳମା ପଞ୍ଚାୟତ ଅଧିନ ଗୌଡପାଟଣା ମହୁଲାକୁଦିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମଇ ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ…
ବ୍ୟୁରୋ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ, ବୋତଳମା ପଞ୍ଚାୟତ ଅଧିନ ଗୌଡପାଟଣା ମହୁଲାକୁଦିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମଇ ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ…
ବ୍ୟୁରୋ,୧୫/୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଭୁବନେଶ୍ୱର ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଖରୀପୁଟର ପୁରାତନ କଳା…
ଜଟଣୀ,୧୧/୪: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହେଲା ଜଗନ୍ନାଥ ଜମି ବେଆଇନ ଉଛେଦ ପକ୍ରିୟା। ଗୁରୁବାର ଜଟଣୀ ତହସିଲ ଅଧିନ ଛଣଘର ମୌଜାରେ ରହିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ ରହିଥିବା ଜବର…
ଜଟଣୀ,୧୧/୪: ଜଟଣୀ ବଡ଼ ନୂଆଗାଁ ମାନସ ଦଳେଇ ହତ୍ୟା ମାମଲାରେ ପୋଲିସ ଜଟଣୀ ଉପରବସ୍ତ ( ମୁଣ୍ଡଳି ସାହି) ର ସ୍ବପ୍ନେଶ୍ୱର ବଳିୟାରସିଂ ଓରଫ ସପନା କୁ ଗିରଫ କରିଥିବା ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ପୂର୍ବରୁ ଜଟଣୀ…
ବ୍ୟୁରୋ,୧୦/୪: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡ଼ା ନିଯୁକ୍ତି ପାଇଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସେ ପୁଡ଼ୁଚେରୀର ମୁଖ୍ୟ ଶାସନ ସଚିବ ରହିଥିଲେ। ନିଯୁକ୍ତି ପରେ…
ଜଟଣୀ,୭/୪: ଜଟଣୀ ଶ୍ରୀ ବିଶ୍ୱନାଥ ଦେଵଙ୍କ ମନ୍ଦିର ପରିସରରେ ତିନି ଦିନ ଧରି ଚାଲିଥିବା ଶ୍ରୀ ଅଷ୍ଟପ୍ରହରି ନାମଯଜ୍ଞ ଆଜି ଉଦଯାପିତ ହୋଇଛି। ଗତ ୫ ତାରିଖ ଅଶୋକାଷ୍ଟମୀରେ ଶୁଭାଧିବାସ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ନବମୀରେ ଆହୋରାତ୍ର ଅଖଣ୍ଡ…
ଜଟଣୀ,୭/୪: ଜଟଣୀ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମାନସ ଦଳେଇ ହତ୍ୟା ଘଟଣାରେ ଜଟଣୀ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଟଣୀର ଅଭିରାମ ବାଘସିଂହ ଓରଫ ଅଭି ବୋଲି ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ସୂଚନା…
ଖୋର୍ଦ୍ଧା,୬/୪: ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନାଙ୍କ ସଭାପତିତ୍ବ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି…
ଜଟଣୀ,୩/୪: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ପୁର୍ବାହ୍ନରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ସହି ଶିଶୁବାଟିକାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ବରିଷ୍ଠ ନୋଟରୀ ଅବନୀ କୁମାର…
ଜଟଣୀ,୩/୪: ଜଟଣୀ ବ୍ଲକ ଅଧିନ ଜାମୁକୋଳି ଲବଣଗିରି ମହିମା ଆଶ୍ରମରେ ୩୯ତମ ବାର୍ଷିକ ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗତ କାଲି ବୁଧବାର ବ୍ରାହ୍ମ ମୁହୂର୍ତ୍ତରେ ଅଖଣ୍ଡ ଜ୍ୟୋତି ଅର୍ପଣ ସହିତ ବ୍ରହ୍ମ ଧୁନିରେ ଘୃତାହୁତି ପ୍ରଦାନ କରାଯାଇଥିଲା।…