Tag: odisha

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ଗିରଫ ।

ବ୍ୟୁରୋ: ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡ୍ଡା। ଜଙ୍ଗଲକୁ ଭାବିଥିଲେ ସୁରକ୍ଷିତ ସ୍ଥାନ । ବେଧଡକ ଭାବେ ଚଲାଇଥିଲେ ଜୁଆ ଖେଳ। ବିଶେଷ ସୂତ୍ରରୁ ପୋଲିସ ଖବରପାଇ, ସେମାନଙ୍କୁ ମାଡି ବସିଥିଲା । ଆଉ ସେମାନଙ୍କ ଠାରୁ ଟଙ୍କା, ବାଇକ୍, ମୋବାଇଲ…

ଛାତରୁ ପଡି ସମାଜସେବୀଙ୍କ ପରଲୋକ।

ବ୍ୟୁରୋ: ରାତିରେ ଛାତ ଉପରେ ଶୋଇଥିବା ବେଳେ ଅସାବଧାନତା ପାଇଁ ଛାତରୁ ତଳେ ପଡି ଜଟଣୀ ବ୍ଲକ ଅଧିନ ଛତାବର ଅଞ୍ଚଳର ଜଣାଶୁଣା ସମାଜସେବୀ ସନ୍ତୋଷ କୁମାର ସାହୁଙ୍କର ବିୟୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ରାତିରେ ସନ୍ତୋଷ ନିଜ ଘର…

ସ୍ୱାୟତ୍ତ ଶାସନ ଦିବସ ପାଳିଲା ଜଟଣୀ ପୋୖର ପରିଷଦ।

ବ୍ୟୁରୋ: ଜଟଣୀରେ ପୌର ପରିଷଦ ପ୍ରତିଷ୍ଠାର 51ବର୍ଷ ପୂର୍ତ୍ତି ଉତ୍ସବ ସହ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୋୖର ପରିଷଦ ପକ୍ଷରୁ ସକାଳ ସମୟରେ ରାମଧୁନ ଗାନ କରାଯାଇଥିଲା। ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ।

ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୀତାକାନ୍ତ ଶତପଥୀ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ…

ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା

ବ୍ୟୁରୋ: ପାଣ୍ଡଵ ଜେନା ଫାଉଣ୍ଡେସନ ପକ୍ଷରୁ ଆଜି, ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଜଟଣୀ ଉପରଵସ୍ତ ଗ୍ରାମର ଶ୍ରୀ ଶ୍ରୀ କେଦାରଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ପଦନପୁର ପଞ୍ଚାୟତର ପୂର୍ବତନ…

ପଶ୍ଚିମବଙ୍ଗର ନିଶା ମାଫିଆ, ଖୋର୍ଦ୍ଧା ପୋଲିସ ପଞ୍ଜାରେ

ବ୍ୟୁରୋ: ଖୋର୍ଦ୍ଧା ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା। ପଶ୍ଚିମବଙ୍ଗର ନିଶା ମାଫିଆକୁ ଖୋର୍ଦ୍ଧା ପୋଲିସ କଲା କବଜା। ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁରୁଜଙ୍ଗ ହଳଦିଆ ରାସ୍ତାରୁ ଦୁଇ ଜଣ ନିଶା…

ଖୋର୍ଦ୍ଧାରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା

ବ୍ୟୁରୋ: କୁକୁର ମୁହଁରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା। ପାରା ଟିକୁ କୁକୁର ଗୋଡେଇ କାମୁଡୁଥିବା ବେଳେ, ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ କୁହୁଡି ବଜାରରେ। ଲୋକମାନେ କୁକୁରଙ୍କ…

ଛତୁ ଚାଷ ତାଲିମ୍ ନେଲେ ୮୦ଜଣ ମହିଳା

ବ୍ୟୁରୋ: ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ କମ୍ପାନୀ ଲି. ତରଫରୁ, ଜଟଣୀ ବ୍ଲକ ଅଧିନ ଜାମୁକୋଳି ଓ ପଞ୍ଚୁପଲ୍ଲୀ ପଞ୍ଚାୟତ ଗ୍ରାମରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆଜି ଛତୁ ଚାଷର ତାଲିମ ଦିଆଯାଇଛି। ପ୍ରତିଶ୍ରୁତି ଅନୁଷ୍ଠାନର ନିର୍ଦ୍ଦେଶକ ବିଜୟ…

ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ

ବ୍ୟୁରୋ: ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହୋଇଛି କାଳିମାଡ । ଆଜି ୫-ଟି ସଚିବ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଯୁବକ କାଳିମାଡ କରିଛନ୍ତି ।…

ମୋ ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପଧାନସାହି ଛକରେ ଆଜି ମୋ ବସ୍ ସହ ବାଇକ ଚଳକଙ୍କର ହୋଇଛି ମୁହାଁମୁହିଁ ଧକ୍କା। ଆଉ ଘଟଣା ସ୍ଥଳରେ ଚାଲିଯାଇଛି ବାଇକ ଚାଳକଙ୍କ ଜୀବନ । ସୂଚନା ଅନୁସାରେ ଅପରାହ୍ନ ସମୟରେ ମୋ ବସ୍ ଚାଳକ…