ଜଟଣୀରେ ସୁର ଭାଇଙ୍କ ୮୦ତମ ଜନ୍ମଦିନ ପାଳନ
ବ୍ୟୁରୋ: ଜଟଣୀ ନାଗରିକ କମିଟି ତରଫରୁ ଆଜି ସନ୍ଧ୍ୟାରେ ଜଟଣୀ ଅଗ୍ରୱାଲା ଧର୍ମଶାଳା ପରିସରରେ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି…
ବ୍ୟୁରୋ: ଜଟଣୀ ନାଗରିକ କମିଟି ତରଫରୁ ଆଜି ସନ୍ଧ୍ୟାରେ ଜଟଣୀ ଅଗ୍ରୱାଲା ଧର୍ମଶାଳା ପରିସରରେ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି…
ବ୍ୟୁରୋ: ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ‘ବେସିକସ୍ ଅଫ୍ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ସ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇୟାଇଛି। ଏହି କର୍ମଶାଳାକୁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୋର୍ଡ ଅଫ ଗଭର୍ଣ୍ଣର ଅଧ୍ୟକ୍ଷ ଡଃ ଆର. ପି. ସିଂହ…
ବ୍ୟୁରୋ: ଜଟଣୀ ଏନ୍.ଡ଼ି.ଆର୍.ସି. ହାଇସ୍କୁଲ ପରିସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜା ୟୁଏଲ୍ ଫାୟାର ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ଏମ୍ ଡି ପରଵେଶ୍ ହାଇଦରଙ୍କ ନେତୃତ୍ୱରେ ବିଦ୍ୟାଳୟରେ ବହୁ ଔଷଧୀୟ ବୃକ୍ଷ ରୋପଣ…
ବ୍ୟୁରୋ: ମହିଳା ମାନଙ୍କୁ ମିଳିବ କିପରି ସୁରକ୍ଷା । କିପରି ମହିଳାମାନେ ନିରାପଦରେ ଘରୁ ବାହାରି, ପାଠ ପଢିବା ପାଇଁ ସ୍କୁଲ କଲେଜ ଯାଇପାରିବେ। ଏହାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କିପରି ମହିଳା ମାନଙ୍କୁ ମିଳିବ ସମ୍ମାନ ଓ ଅଧିକାରୀ।…
ବ୍ୟୁରୋ: ଖୋର୍ଦ୍ଧାରୋଡ ଆର.ପି.ଏଫ୍ ଓ ଜି.ଆର.ପି. କର୍ମଚାରୀଙ୍କ ମିଳିତ ସହଯୋଗରେ, ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଜବତ ହେଲା ୬୩ କିଲୋ ଗଂଜେଇ । ଆଉ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…
ବ୍ୟୁରୋ : ଚିଲିକା ଭିତରକୁ ଡଙ୍ଗା ନେଇ ଯାଇଥିଲେ ମାଛ ଧରିବାକୁ। ହେଲେ ଜାଣିନଥିଲେ ଏଇଟା ହେବ ତାଙ୍କର ଶେଷ ମାଛ ଧରା। ଚିଲିକାରେ ହଟାତ ହେଲା ବର୍ଷା ସହ ବିଜୁଳି , ଆଉ ବିଜୁଳି ମାଡରେ ଡଙ୍ଗା ଉପରେ ଟଳି…
ବ୍ୟୁରୋ: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ, ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିରରୁ ହୋଇଛି ଲୁଟ୍। ଲୁଟେରା ମାନେ ଲୁଟି ନେଇଛନ୍ତି ମା’ ଉଗ୍ରତାରଙ୍କ ମୂଲ୍ୟବାନ ସୁନା ଗହଣା। ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଏକାଧିକ ଲୁଟେରା ମନ୍ଦିର ଭିତରେ…
ବ୍ୟୁରୋ: ଜଟଣୀ ବାଛରାପାଟଣାର ଜଣେ କଲେଜ ଛାତ୍ରୀଙ୍କ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣଙ୍କ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀ ଜଣଙ୍କ କୌଣସି କାରଣକୁ ଘରେ, ବେକରେ ଓଢଣୀ ଲଗାଇ ଓହଳି ପଡ଼ିଥିଲେ। ଛାତ୍ରୀଙ୍କ ପରିବାର…
ବ୍ୟୁରୋ: 2024 ସାଧାରଣ ନିର୍ବାଚନକୁ ରହିଲା ଆଉ କିଛି ମାସ ବାକି। ଏବେଠାରୁ ନେତାମାନେ ଆରମ୍ଭ କରିସାରିଲେଣି ନିର୍ବାଚନ ପ୍ରଚାର ସହ କର୍ମୀ ସମ୍ମିଳନୀ । ନେତାମାନେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗଢି, ହେଉଛନ୍ତି ଲୋକମାନଙ୍କ ନିକଟତର। ଗତ କିଛି ଦିନ…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ…