ବରିଷ୍ଠ ଆଇନଜୀବୀ ମାନଙ୍କୁ ସମ୍ମାନିତ କଲେ ଜଟଣୀ ଅଧିବକ୍ତା ପରିବାର
ଜଟଣୀ,୩୦/୪: ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ଓ ଓକିଲ ଦିବସ ସ୍ଥାନୀୟ ବିଶ୍ୱନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି…
