Advertisement

ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ରଙ୍ଗନାଥ ବେହେରା ଜଟଣୀ ପ୍ରେସ କ୍ଲବ୍‌ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଜଟଣୀ ପ୍ରେସ କ୍ଳବର ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଗତକାଲି କ୍ଳବର ନିର୍ବାଚନରେ ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବେ ରଙ୍ଗନାଥ ବେହେରା ଓ ସମ୍ପାଦକ ଭାବେ ସୁରେଶ ମହାରଣା ନିର୍ବାଚିତ ହୋଇଛନ୍ତି। ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଙ୍କୁ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *