Advertisement

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ପକ୍ଷରୁ  ପ୍ରଭୁ ଗଣେଶ ଙ୍କୁ ହାଣ୍ଡି ଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭ୍ୟମାନେ ଜଟଣୀର ବିଭିନ୍ନ ଗଣେଶ ମଣ୍ଡପକୁ ଯାଇ ପ୍ରଭୁ ଗଜାନନ, ମାତା ସରସ୍ୱତୀ ଓ ମାତା ଲଷ୍ମୀ ଙ୍କ ଉଦ୍ଧେଶ୍ୟରେ ହାଣ୍ଡି ଭୋଗ ଅର୍ପଣ କରିଥିଲେ।

ପରିଷଦର, ସଭାପତି ବିଜୁ ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରରାୟ, ରାଜେନ୍ଦ୍ର ପଟ୍ଟନାୟକ, ମନୋଜ ସ୍ୱାଇଁ, ଚଇନା ପ୍ରଧାନ, ବିଜୟ ପଣ୍ଡା, ଶଶାଙ୍କ ରାୟ, କୈଳାସ ଚନ୍ଦ୍ର ମହାପାତ୍ର, ପଞ୍ଚାନନ ମହାପାତ୍ର, ସୁଧୀର କୁମାର,  ସୁରେନ୍ଦ୍ର ସାହୁ, ସୁଶାନ୍ତ କୁମାର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *