ବ୍ୟୁରୋ:  ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ, ଭିଙ୍ଗାରପୁର କାଜ ନିକଟ ଏକ ଘରୁ, ବାଲିଅନ୍ତା ପୋଲିସ ଦୁଇ ଜଣଙ୍କ ମୃତ ଦେହକୁ ଜବତ କରିଛି । ଉଭୟ ବ୍ୟକ୍ତି ଗାଈ, ମଇଁଷି  ଗୁହାଳରେ କାମ କରୁଥିଲେ। ଗତକାଲି ରାତିରେ ଉଭୟ ଘର ଭିତରେ ଶୋଇଥିଲେ, ହେଲା ଆଜି ସକାଳୁ ଉଭୟଙ୍କ ମୃତ ଦେହ, ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।  ମୃତକମାନେ ହେଲେ ସୁକାନ୍ତ ଦାସ (୪୮) ଓ ଜଗବନ୍ଧୁ ବେହେରା (୨୨) ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *