Advertisement

ବ୍ୟୁରୋ: 77ତମ ସ୍ୱାଧୀନତା ଦିବସ ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ, ମଦନପୁର ରାମମନ୍ଦିର କମିଟି ତରଫରୁ ଜୀବନ ଜ୍ୟୋତି ଆଶ୍ରମରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। କମିଟିର ମୁଖ୍ୟ ଜ୍ଞାନରଞ୍ଜନ ମାନସିଂ ଆଶ୍ରମରେ ପହଞ୍ଚି ପିଲାମାନଙ୍କ ସହ 77ତମ ସ୍ଵାଧିନତା ଦିବସ ପାଳନ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ସେ ପାଠ୍ୟ ଉପକରଣ ବାଣ୍ଟିବା ସହ ପିଲାମାନଙ୍କ ପାଇଁ ଆଶ୍ରମକୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମାନସିଂ କହିଛନ୍ତି ପିଲାମାନଙ୍କ ସହ ମିଶି ସ୍ଵାଧୀନତା ଦିବସ ପାଳନ କରିବାରେ ଯେଉଁ ଆନନ୍ଦ ମିଳେ ତାହା ଅନ୍ୟ କେଉଁଥିରେ ନଥାଏ।

Advertisement

Leave a Reply

Your email address will not be published. Required fields are marked *