Category: ରାଜ୍ୟ ଖବର

ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ଏଡସ୍ ଦିବସ ପାଳିତ

ବ୍ୟୁରୋ: ଅଗ୍ରଣୀ ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଏଡସ୍ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତୀତ୍ୱ ସମ୍ୱନ୍ଧରେ ଏକ ଆଲୋଚନା…

ଅଶୋକ ମଙ୍ଗରାଜଙ୍କୁ ମିଳିଲା ମହତାବ ସମ୍ମାନ

ବ୍ୟୁରୋ: ନବ ଉତ୍କଳର ନିର୍ମାତା ତଥା କଳିଙ୍ଗ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଡଃ.ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ଅନୁଷ୍ଠାନ ର ସଭାପତି ତଥା ଛତିଶଗଡ଼ ର ପୂର୍ବତନ ରାଜ୍ୟପାଳ…

ମହତାବ ସମ୍ମାନରେ ସମ୍ମାନିତ ହେଲେ କିଶୋର ଦାସ

ବ୍ୟୁରୋ: ନବ ଉତ୍କଳର ନିର୍ମାତା ତଥା କଳିଙ୍ଗ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଡଃ.ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ଅନୁଷ୍ଠାନ ର ସଭାପତି ତଥା ଛତିଶଗଡ଼ ର ପୂର୍ବତନ ରାଜ୍ୟପାଳ…

ବକେୟା ବିଲ ପାଇଁ ବ୍ଲକ କାର୍ଯ୍ୟାଳୟରେ ସଂକୀର୍ତ୍ତନ

ବ୍ୟୁରୋ : ବକେୟା ବିଲ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଝାଞ୍ଜ, ମୃଦୁଙ୍ଗ ବାଡେଇ ସଂକୀର୍ତ୍ତନ କରି ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ଭିତରେ।…

ଜଟଣୀରେ ଭାରତ ସରକାରଙ୍କ ଏମଓଏସପିଆଇ ସଚିବ

ବ୍ୟୁରୋ: ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ଗତ ୨୨ ତାରିଖ ଶୁକ୍ରବାର ଜଟଣୀ ଗୋଲେଇ ମାର୍କେଟ ପରିଦର୍ଶନ କରି, ବିଭିନ୍ନ ଦ୍ରବ୍ୟର ମୂଲ୍ୟ ଯୋଜନାର ତଥ୍ୟ ସଂଗ୍ରହ କରିବା ସହ ଗୁଣବତ୍ତା…

୨୪ ତାରିଖରୁ ଭୁଷଣ୍ଡପୁରରେ ‘ଶ୍ରୀ ଜଗନ୍ନାଥ ମହୋତ୍ସବ’

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ଶ୍ରୀ ଜଗନ୍ନାଥ ମହୋତ୍ସବ’ । ଏହି ମହୋତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଶ୍ରୀ ଶ୍ରୀ ଦାରୁବ୍ରହ୍ମ ମହାପ୍ରଭୁଙ୍କର ଭବ୍ୟ…

ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବରେ ପରିଚିତ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ, ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଟାଙ୍ଗୀ ମିଡ଼ିଆ ସେବା ସଂଘ ଆୟୋଜନ…

ଆଜିବନ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ, ଚାଷୀ ମୁଲିଆଙ୍କ ସଂଗ୍ରାମୀ ସାଥୀ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ, ଆଜି ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ…

ଆଜିଠୁ ପୁଣି ଶ୍ରୀମନ୍ଦିର ଚାରିଦ୍ୱାରରେ ଦର୍ଶନ

ବ୍ୟୁରୋ: ଆଜି ଠାରୁ ପୁଣି ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର, ଦର୍ଶନ ପାଇଁ ଖୋଲା ଯାଇଛି। ଭକ୍ତ ମାନେ ପୂର୍ବଭଳି ଚାରିଦ୍ଵାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ । କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ହୋଇଛି ବ୍ୟବସ୍ଥା…

ବଟି ମାଗି ପୋଲିସ କନେଷ୍ଟବଳ ନିଲମ୍ବିତ

ବ୍ୟୁରୋ: ଖଣି ଅଧିକାରୀଙ୍କ ନାଁରେ ଖଣି ଲିଜଧାରୀଙ୍କୁ ବଟି ମାଗିବା ଅଭିଯୋଗରେ ପୋଲିସ କନେଷ୍ଟବଳ ତାପସ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ସୂଚନା ମୁତାବକ ପୋଲିସ କନେଷ୍ଟବଳ ତାପସ ବେହେରା ଖୋର୍ଦ୍ଧା ଖଣି ଅଧିକାରୀ ଜଗନ…