ଡିସେମ୍ବର ୨୦ରେ ରିଲିଜ ହେବ ଅକ୍ସିଜେନ୍
ବ୍ୟୁରୋ: ମଣିଷ ପାଇଁ ଅକ୍ସିଜେନ୍ର ନିହାତି ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ କଳକାରଖାନା, ଆପାର୍ଟମେଣ୍ଟ ଆଦି ତିଆରି କରିବାକୁ ଜଙ୍ଗଲ କଟାଯାଉଛି! ଏହାଦ୍ବାରା ବାୟୁମଣ୍ଡଳରେ ଅକ୍ସିଜେନ୍ ସ୍ତର ପ୍ରଭାବିତ ହେଉଛି। ପରିବେଶ ସୁରକ୍ଷା ଓ ତାର ଯତ୍ନ କୁ ବିଷୟକୁ ନେଇ…
