Tag: kalingatoday

ଆଜିଠୁ ପୁଣି ଶ୍ରୀମନ୍ଦିର ଚାରିଦ୍ୱାରରେ ଦର୍ଶନ

ବ୍ୟୁରୋ: ଆଜି ଠାରୁ ପୁଣି ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର, ଦର୍ଶନ ପାଇଁ ଖୋଲା ଯାଇଛି। ଭକ୍ତ ମାନେ ପୂର୍ବଭଳି ଚାରିଦ୍ଵାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ । କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ହୋଇଛି ବ୍ୟବସ୍ଥା…

ବଟି ମାଗି ପୋଲିସ କନେଷ୍ଟବଳ ନିଲମ୍ବିତ

ବ୍ୟୁରୋ: ଖଣି ଅଧିକାରୀଙ୍କ ନାଁରେ ଖଣି ଲିଜଧାରୀଙ୍କୁ ବଟି ମାଗିବା ଅଭିଯୋଗରେ ପୋଲିସ କନେଷ୍ଟବଳ ତାପସ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ସୂଚନା ମୁତାବକ ପୋଲିସ କନେଷ୍ଟବଳ ତାପସ ବେହେରା ଖୋର୍ଦ୍ଧା ଖଣି ଅଧିକାରୀ ଜଗନ…

୩୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବ୍ୟୁରୋ : ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟିର ସଭାପତି ପ୍ରସନ୍ନ…

ଧଳା ଜହର ଜବତ, ଦୁଇ ଗିରଫ

ବ୍ୟୁରୋ: ଧଳା ଜହର ବିକ୍ରି କରିବା ଘଟଣାରେ ଜଟଣୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ କୁଦିଆରୀ ବଜାର ମାଲଗୋଦାମ ଅଞ୍ଚଳର ଦିଲୁ ଓରଫ ଏସକେ ଅସରଫ(୨୬) ଏବଂ ଲୋକ…

ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ

ବ୍ୟୁରୋ: କଳା ଓ ସଂସ୍କୃତି ଭିତ୍ତିକ, ରାଜ୍ୟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ, ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ କବି, ଔପନ୍ୟାସିକ ପ୍ରସନ୍ନ…

ଚୋରି ସାମଗ୍ରୀ ଜବତ, ଦୁଇ ଗିରଫ

ବ୍ୟୁରୋ: ଜଟଣୀ ଜାମୁକୋଳି ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଛି ଏୟାରଫିଲଡ ପୋଲିସ, ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରମୁଣ୍ଡା ଗ୍ରାମର ଅଶୋକ…

୫ ଏନ୍ଏଚ୍ ଲେଟେରା ଗିରଫ

ବ୍ୟୁରୋ: ଜାତୀୟ ରାଜପଥରେ ବାଇକ ଚାଳକଙ୍କୁ ଟାର୍ଗେଟ କରି ମାରଣାସ୍ତ୍ର ଦେଖାଇ ଲୁଟିବା ଘଟଣାର ତଦନ୍ତ କରି ଟାଙ୍ଗୀ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଖୋଲିକୋଟ ଥାନା ଅଞ୍ଚଳର ମନୁ ବାରିକ , ଦୀପକ…

ଭାରତୀୟ ବିଜ୍ଞାନ ଏକାଡେମୀର ୯୦ ତମ ଅଧିବେଶନ ୮ ରୁ ୧୦

ବ୍ୟୁରୋ: ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀର ୯୦ତମ ବାର୍ଷିକ ଅଧିବେଶନ, ନଭେମ୍ବର ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନାଇଜର ଓ ଆଇଆଇଟି ରେ ଅନୁଷ୍ଠିତ ହେବ । ଆଜି ନାଇଜରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିଜ୍ଞାନ ଏକାଡେମୀର ସଭାପତି…

ଜଟଣୀରେ ଶିକ୍ଷା ସଂଯୋଜନା ଶିବିର

ବ୍ୟୁରୋ: ସୋସାଇଟି ଫର୍ ଚିଲଡ୍ରେନ ( ସୋଚ୍ ) ଏବଂ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଜଟଣୀ ସୋଚ କାର୍ଯ୍ୟାଳୟରେ ଶିକ୍ଷା ସଂଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଶିବିରରେ ୨୪ ଜଣ ଶିଶୁ ଯୋଗଦେଇଥିଲେ। ଅଧାରୁ ପାଠ…

ଜଟଣୀରେ ନାଗ ଚାତୁର୍ଥୀ ପୂଜା

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଉଇ ହୁଙ୍କା ମୂଳେ ପୂଜା କରି ନାଗ ଚତୁର୍ଥୀ ପାଳନ କରିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଅମାବାସ୍ୟା ର ତିନି ଦିନ ପରେ ନାଗ ଚତୁର୍ଥୀ ପଡିଥାଏ।…