ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ
ଜଟଣୀ: ଜଟଣୀ ଥାନା ଆଗରେ ଘଟିଛି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରାତି ପ୍ରାୟ 10ଟା ସମୟରେ, ଜଟଣୀ ହରିଭାଇନା ଛକ ପଟୁ ଏକ ଟ୍ରକ ସିତାରାମ ଛକ ପଟକୁ ଯିବା ସମୟରେ,…
ଜଟଣୀ: ଜଟଣୀ ଥାନା ଆଗରେ ଘଟିଛି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରାତି ପ୍ରାୟ 10ଟା ସମୟରେ, ଜଟଣୀ ହରିଭାଇନା ଛକ ପଟୁ ଏକ ଟ୍ରକ ସିତାରାମ ଛକ ପଟକୁ ଯିବା ସମୟରେ,…
ଜଟଣୀ: ଜଣେ ଧଳା ଜହର ବେପାରୀକୁ ଗିରଫ କରି, କୌର୍ଟ ଚାଲାଣ କରିଛି ଜଟଣୀ ପୋଲିସ। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସର ଏକ ଟିମ୍ ସେଞ୍ଚୁରିୟାନ ମା’ଖୁଣ୍ଡୁଆଳଙ୍କ ମନ୍ଦିର ନିକଟରେ ଚାଡାଉ କରି ଜଣେ ଧଳା…
ଜଟଣୀ: ଜଟଣୀ ଥାନା ଅଧୀନ ବେଣାପଞ୍ଜରୀ ଗ୍ରାମରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ବଜ୍ରାଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବେଣାପଞ୍ଜରୀ ଟାଙ୍ଗୀ ସାହିର ସେକ୍ ଜାହିର। ଅପରାହ୍ନ ସମୟରେ ପ୍ରବଳ ବର୍ଷା ସହିତ…
ଜଟଣୀ: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ। ଜଟଣୀର ଥିବା ବହୁ ଦିନର ସମସ୍ୟାର ହେବାକୁ ଯାଉଛି ସମାଧାନ। ଆଉ ଲୋକମାନେ ହେବେନି ହଇରାଣ, ସୁବିଧାରେ କରିବେ ଗମନାଗମନ। ବର୍ଷା ପାଣିରେ ବୁଡିବନି ଆଉ ମୋ ବସ୍, କି ରେଲୱେ ଅଣ୍ଡରଗ୍ରାଉଣ୍ଡ…
ଜଟଣୀ: ଜଟଣୀ ହରିଭାଇନା ଛକରେ ଥିବା, ନୂଆ ବସ୍ ଷ୍ଟାଣ୍ଡ ଭିତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ। ବସ୍ ଷ୍ଟାଣ୍ଡର ପୁରୁଷ ଶୌଚାଳୟ ଭିତରେ, ଜଣେ ଯୁବକ ମୃତ୍ୟ ସହ ଲଢେ଼ଇ କରୁଛନ୍ତି। ଯୁବକଙ୍କ ନା କେହି ଜାଣି ନଥିବା…
ଜଟଣୀ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ, ତାଲୁକସ୍ତରୀୟ ଆଇନ ସେବା କମିଟି ଜଟଣୀ ପକ୍ଷରୁ, ତାଲୁକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ କୌର୍ଟର ବିଚାରପତି ହିତାଶ୍ରୀ ବେହେରା ଯୋଗଦେଇ…
ଜଟଣୀ: ପରିବେଶ ସଫା ରଖିବା ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, କିନ୍ତୁ ପରିବେଶ ସଫା ରହିବା ବଦଳରେ, ରାସ୍ତା ଉପରେ ଗଦା ହୋଇ ରହିଛି, କୁଢ଼ କୁଢ଼ ଅଳିଆ। ଏଭଳିଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ପୋୖର…
ଜଟଣୀ: ଜଟଣୀ ପୌର ପରିଷଦ ଅଧିନ ବାଛରା ପାହାଡ଼ ଉପରେ ନିର୍ମାଣ ହେବ ପାର୍କ। ଏଥିପାଇଁ ଜଟଣୀ ପୋୖର ପରିଷଦ ସଜବାଜ ହେଉଥିବା ବେଳେ ସେଥିରେ ପଶିଛି ଏବେ କେଁ। ପାହାଡ଼କୁ ଲାଗି ଗଢି ଉଠିଥିବା ବସ୍ତି ବାସିନ୍ଧା ଏବେ, ଥଇଥାନ…
ଜଟଣୀ: ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ରେଲୱେ ଷ୍ଟାଡିୟମରେ “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ…
ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଜଟଣୀରେ ପାଳିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଜଟଣୀ ମିଲ୍ ପୋଖରୀରେ ତିଲତର୍ପଣ କରାଯାଇଥିଲା। ପରେ ସଂଘଠନର କର୍ମକର୍ତ୍ତା ମାନେ ଗୋପବନ୍ଧୁ ପାର୍କ…